ବିହାରରେ ଜେଡିୟୁର ‘ମଟନ୍ ଭୋଜି’କୁ ନେଇ କଟାକ୍ଷ କଲା ବିଜେପି

ପାଟନା: ମୁଙ୍ଗେରରେ ଆୟୋଜିତ ଜେଡିୟୁର ମଟନ୍-ଭାତ ଭୋଜିକୁ ନେଇ ବିହାର ବିଜେପି ନେତା ବିଜୟ କୁମାର ସିହ୍ନା କଟାକ୍ଷ କରିଛନ୍ତି । ବିଜୟ ସିହ୍ନା କହିଛନ୍ତି ଯେ ଜେଡିୟୁ ସଭାପତି ଲଲନ ସିଂ ମୁଙ୍ଗେରରେ ଏକ ମଟନ୍ ଭୋଜି ଦେଇଛନ୍ତି। କିନ୍ତୁ…

ତ୍ରୁଟିପୂର୍ଣ୍ଣ କେଶ କାଟିବା ପାଇଁ ମଡେଲଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବା ଆଦେଶ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜାତୀୟ ଖାଉଟି ବିବାଦ ନିବାରଣ କମିଶନ (ଏନ୍‌ସିଡିଆରସି) ଆଇଟିସି କମ୍ପାନିର ମାଲିକାନାରେ ଥିବା ଏକ ପଞ୍ଚତାରକା ହୋଟେଲରେ ତ୍ରୁଟିପୂର୍ଣ୍ଣ ଶୈଳୀରେ କେଶ କଟାଯିବା ପାଇଁ ଜଣେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦେବାକୁ ଦେଇଥିବା ଆଦେଶ ଉପରେ…

ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଲେ ଟିନା ଡାବି

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବିଙ୍କ ଆଦେଶରେ ପାକିସ୍ତାନରୁ ଜୈସଲମେରକୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କେଚମେଣ୍ଟ ଅଞ୍ଚଳରେ ୫୦ରୁ…

ଆଜି ରାଜ୍ୟରେ ୪୦ ଡିଗ୍ରି ଉପରେ ୨୨ ସହର, ଅନୁଗୁଳ ଓ ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରି

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ପ୍ରବଳ ଖରା ଓ ଗୁଳୁଗୁଳି ଆହୁରି ୫ ଦିନ ଯାଏଁ ଲୋକଙ୍କୁ ଛଟପଟ କରିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ରାଜ୍ୟର ୨୨ଟି…

ପୁରୀ ଓ କଟକ ରେଳଷ୍ଟେସନର ହେବ ନବକଳେବର, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ପୁରୀ ଓ କଟକ ରେଳଷ୍ଟେସନର ନବକଳେବର ହେବ। ଏହି ଦୁଇଟି ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।  ଯାତ୍ରୀ ପ୍ରତୀକ୍ଷାଗାର, ଶୌଚାଳୟ, ଟିକେଟ କାଉଣ୍ଟର, ସ୍ବଚ୍ଛତା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ରଧାନମନ୍ତ୍ରୀ…

ଜେ. ପି. ନଡ୍ଡାଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଦିଲ୍ଲୀରେ ନଡ୍ଡା-ମନମୋହନ ଭେଟ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଆଜି ଭେଟିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଝାରସୁଗୁଡ଼ା ଉପନିର୍ବାଚନ ପରେ ନଡ୍ଡାଙ୍କୁ ଭେଟିଛନ୍ତି । ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା…

‘କର୍ଣ୍ଣାଟକରେ ବିଜେପି ହାର ପାଇଁ ମୁଁ ଦାୟୀ’

ବେଙ୍ଗାଲୁରୁ : ଚଳିତ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିଜେପି ଧୂଳି ଚାଟିଥିବା ବେଳେ ବିପୁଳ ଭୋଟରେ ଜିତିଛି କଂଗ୍ରେସ । ଅପ୍ରତ୍ୟାଶିତ ଭାବେ ଦଳ ହାର୍‌ର ସମ୍ମୁଖୀନ ହେବା ପରେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ୩ ସରକାରୀ ଅଧିକାରୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ(ଚାଇଲ୍ଡ ଡେଭପମେଣ୍ଟ ପ୍ରୋଜେକ୍ଟ ଅଫିସ୍‌ର), ସିଡିପିଓଙ୍କ ଅଫିସ୍‌ର କିରାଣୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ। ଗୋଟିଏ ଘଟଣା କୋରାପୁଟରେ ଘଟିଥିବା ବେଳେ ଅନ୍ୟଟି ଗଞ୍ଜାମରେ ଘଟିଛି। ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି ରିଲିଜ ଅର୍ଡର ଦେବା…

କାଲିଠୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଦୁର୍ନୀତି ଅଭିଯୋଗ ଆଣିଥିଲେ ସତ୍ୟପାଲ ମଲିକ, ତାଙ୍କରି ସହଯୋଗୀମାନଙ୍କ ଠିକଣାରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଓ ରାଜସ୍ଥାନ ସମେତ ୧୨ଟି ଠିକଣାରେ ରେଡ୍‌ କରିଛି ସିବିଆଇ। ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଲ ସତ୍ୟପାଲ ମଲିକଙ୍କ ୩ ସହଯୋଗୀଙ୍କ ଘରେ ମଧ୍ୟ ସିବିଆଇ ଛାନଭିନ କରିଛି। ଶ୍ରୀ ମଲିକଙ୍କ ପୂର୍ବତନ ପ୍ରେସ ସଚିବ, ଚାର୍ଟାଡ ଆକାଉଣ୍ଟାଣ୍ଟ…