ବସ ସହ ଟ୍ରକର ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଟ୍ରକ ସହ ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା’ ଦୁର୍ଗା ନାମକ ଏକ…
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଟ୍ରକ ସହ ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା’ ଦୁର୍ଗା ନାମକ ଏକ…
ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ ଘଟିଛି। ସେ ନିଜର କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚରେ ହଠାତ ଏପରି…
ଭୁବନେଶ୍ବର: ଆଉ ଦୁଇ ଦିନ ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ମହିଳାମାନଙ୍କ ସବୁଠୁ ବଡ଼ ଓଷା ବା ବ୍ରତ। ତେଣୁ ସାବିତ୍ରୀ ବଜାରରେ ଲାଗିଛି ଭିଡ଼। ଶାଢ଼ି, ଚୁଡ଼ିଠାରୁ ଆରମ୍ଭ କରି ଫଳ ବଜାର ସବୁଠି ଅସମ୍ଭାଳ ଭିଡ଼ ଜମିଲାଣି।…
ନୂଆଦିଲ୍ଲୀ : ଭାରତ ଉପରେ ଭଡ଼କିଲା ୟୁରୋପୀୟ ୟୁନିଅନ । ଖପ୍ପା ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଲା। ଭାରତ ନିଜର ଏହି ଅଭ୍ୟାସ ତୁରନ୍ତ ନ ବଦଳାଇଲେ କଡ଼ା କର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛି। ହେଲେ ଏହା…
ବଲାଙ୍ଗିର:ବଲାଙ୍ଗିର ସହର ସାଲେପାଲିରେ ନୃଶଂସ ହତ୍ୟା। ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ହତ୍ୟା କରିବା ପରେ ବନ୍ଦ ଘରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ବନ୍ଦ ଘରୁ ମୃତକଙ୍କ ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ରିଙ୍କୁ…
ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF। ସୋନପୁର ବନ ବିଭାଗ ସହାୟତାରେ ଦୁଇ ଚୋରା ଚାଲାଣକାରୀଙ୍କୁ…
ନୂଆଦିଲ୍ଲୀ : ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ଝଟକା। ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଉପ ରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ପ୍ରଥମେ ସୁପ୍ରିମକୋର୍ଟ ଉପ ରାଜ୍ୟପାଳଙ୍କ ହାତରୁ ପ୍ରଶାସନିକ କ୍ଷମତା…
ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ଆର୍ଟ ଅଫ ଗିଭିଂ ଡେ। ପୁରୀ ଜିଲ୍ଲା ପିପିଲିରେ ଦଶମ ଆର୍ଟ ଅଫ୍ ଗିଭିଂ ଡେ’ ପାଳିତ ହୋଇଛି । ଏହି ଅବସରରେ ନିମାପଡ଼ା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା ।…
ବାଙ୍କୀ : ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତୀହୀନ କହିଲେ ବିଧାୟକ ଶଶୀଭୂଷଣ ବେହେରା। ଘଟଣାକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ।…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ…