ଖୁବଶୀଘ୍ର ନିଜର ଇଣ୍ଟରନେଟ ବ୍ରାଉଜର ଖୋଲିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି…

‘ଆୟୁଷ୍ମାନ ଭାରତ ଯୋଜନା’ ସମେତ ୧୦ ପ୍ରସ୍ତାବକୁ ମିଳିଳା କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏନେଇ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୩ କୋଟି…

ହନିଟ୍ରାପ୍‌ ପ୍ରସଂଗ‌କୁ ନେଇ କମ୍ପିଲା କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌…

ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ । ୨୪ରେ ଅପରାହ୍ଣ ୫ଟା ୨୫ରୁ ସନ୍ଧ୍ୟା ୬ଟା ୫…

ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଁ ୫୪ ହଜାର କୋଟି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀର ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ପାଇଁ ୫୪ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୫୪ ହଜାର କୋଟିରୁ ଅଧିକ ମୂଲ୍ୟର…

ରାଜଧାନୀ ଭୁବନେଶ୍ବରରେ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମିଳୁଛି ଦେଶୀ ମଦ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ନୂଆ ଉପାୟରେ ଚୋରା ମଦ କାରବାର । କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ଚାଲାଣ । ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି।…

ଜଜ୍‌ଙ୍କ ଘରୁ ବିପୁଳ ଟଙ୍କା: ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଜଗଦୀପ ଧନକର

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କା ଉଦ୍ଧାର ହେବା ବିଷୟରେ ଏବେ ଚର୍ଚ୍ଚାର ପରିସର ଭିତରେ ରହଛି। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ତା’ପରେ…

ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟ ଗିରଫ

ଜଗତସିଂହପୁର/କଟକ: ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟକୁ ଗିରଫ କରିଛି ପୁଲିସ। ଦୁଇ ଜାହାଜକୁ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୪୨୮ କୋଟି ଟଙ୍କା ପ୍ରାପ୍ୟ ଦାବିରେ ଆଲଫର୍ଡ ମେରାଇନ ଲିମିଟେଡ ପକ୍ଷରୁ…

ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ…

ଭିଜିଲାନ୍ସ ଜାଲରେ ପିଇଓ, ସରକାରୀ ଟଙ୍କା ହେରଫେର୍ ଅଭିଯୋଗ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପିଇଓ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ରାଧା ଦେଇପୁର ପଞ୍ଚାୟତର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଉଠାଇ ନେଲା ଭିଜିଲାନ୍ସ। ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଥିଲା। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା…