ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ସସ୍‌ପେଣ୍ଡ

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା…

ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି…

ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି ବିଧାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ…

ସିବିଏସଇ ଦ୍ୱାଦଶ ଶ୍ରେଣୀର ଇଂରାଜୀ ପ୍ରଶ୍ନପତ୍ର ପରିବର୍ତ୍ତନ

ମୟୂରଭଞ୍ଜ: ଓଡ଼ିଶାରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏକ ବଡ଼ ଅନିୟମିତତା ସାମ୍ନାକୁ ଆସିଛି। ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଜଣ ଛାତ୍ରଛାତ୍ରୀଙ୍କ ସିବିଏସଇ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପରିବର୍ତ୍ତନ ହେବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବଡ଼ସାହି…

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ…

ଦୁଇ ବିଧାୟକଙ୍କ ବିରୋଧରେ ଚାଲିବ ନିର୍ବାଚନୀ ଅନିୟମିତତା ମାମଲା

କଟକ: ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ବିଧାନସଭା ନିର୍ବାଚନୀ ଅନିୟମିତତା ଅଭିଯୋଗ ମାମଲାରେ ଏହି ଦୁଇ ବିଧାୟକଙ୍କୁ ନିରାଶ ହେବାକୁ ପଡିଛି । ନିର୍ବାଚନ ଅନିୟମିତତା…

ଦେଶରେ ବଢୁଛି ସ୍ବାଇନ ଫ୍ଲୁ ମାମଲା, ୧୬ ରାଜ୍ୟରେ ୫୧୬ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ସ୍ୱାଇନ୍ ଫ୍ଲୁ ବା ଏଚ୍୧ଏନ୍୧ ଭୂତାଣୁ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଦେଶର ୮ଟି ରାଜ୍ୟରେ ଏହାର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୫ରେ ୧୬ଟି ରାଜ୍ୟରେ ୫୧୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ…

କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ଗାଇବେ? ‘ବନ୍ଦେ ଓଡିଶା ଜନନୀ’ ଗାଇଲେ ଆପତ୍ତି ନାହିଁ

ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି…

ବିଦାୟୀ ଭାଷଣ ପରେ ଜିଭ ଦେଖାଇ ଚେୟାର ଉଠାଇ ନେଲେ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓଟାୱାସ୍ଥିତ ହାଉସ୍ ଅଫ୍ କମନ୍ସରେ ମାର୍କ କାର୍ନିଙ୍କୁ ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି। ମାର୍କ କାର୍ନି କାନାଡାର ନୂତନ ପ୍ରଧାନମନ୍ତ୍ରୀ ହେବେ। ଜଷ୍ଟିନ୍ ଟ୍ରୁଡୋ ଆନୁଷ୍ଠାନିକ ଭାବରେ ହାଉସ୍ ଅଫ୍ କମନ୍ସରେ ଇସ୍ତଫା…

ଦିଲ୍ଲୀରେ ବନ୍ଦ ହେବ ପେଟ୍ରୋଲ-ଡିଜେଲ୍ ଗାଡି !

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଇଭି ପଲିସି ୨.୦ ନେଇ ଘୋଷଣା କରିଦେଇଛନ୍ତି । ଏହି ନୂଆ ନିୟମ ଅନୁସାରେ ୨୦୨୭ ସୁଦ୍ଧା ଦିଲ୍ଲୀରେ ପଞ୍ଜୀକରଣ ହୋଇଥିବା ଗାଡିରୁ ୯୫ ପ୍ରତିଶତ କେବଳ ଇଲେକ୍ଟ୍ରିକ୍ ଗାଡି ଭାବେ ପଞ୍ଜୀକୃତ ହେବାକୁ ଲକ୍ଷ୍ୟ…