ନୂଆବର୍ଷରୁ ରାଜ୍ୟରେ ଗଡ଼ିବ ଆଉ ୧୧୨ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ଆସନ୍ତା ନୂଆବର୍ଷରୁ ରାଜ୍ୟରେ ୧୧୨ଟି ନୂଆ ୧୦୮ ଆମ୍ବୁଲାନ୍ସ ଗଡ଼ିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବରରେ ଆମ୍ବୁଲାନ୍ସ ଆସିବା ପରେ ସେଥିରେ ଆବଶ୍ୟକ ମେଡିକାଲ ସରଞ୍ଜାମ ଲଗାଯିବ। ପରେ ତାହା ରୋଗୀସେବାରେ ନିୟୋଜିତ ହେବ। ସେହିପରି, ଅବଧି ସରିଥିବା…

ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଓଡ଼ିଆଙ୍କ ମୃତ୍ୟୁ

ବାଂଶପାଳ: ତାମିଲନାଡୁ ଡିଣ୍ଡିଗୁଲରେ ସଡ଼କ ଦୁର୍ଘଟଣାରେ ୨ ଓଡ଼ିଆଙ୍କ ମୃତ୍ୟୁ । ଭାଙ୍ଗି ପଡ଼ିଛନ୍ତି ମୃତକଙ୍କ ପରିବାର । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ଗାଁର ଇନ୍ଦ୍ରମଣି ଦେହୁରୀଙ୍କ ଏକମାତ୍ର ପୁଅ ମନୋଜ ଦେହୁରୀ ୨ବର୍ଷ ହେବ ତାମିଲନାଡୁର ଡିଣ୍ଡିଗୁଲ…

‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ ପରେ କୋଟିଆରେ ରିଲିଫ୍ ବଣ୍ଟନ, ବାତ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ୫୦ କେଜି ଚାଉଳ

କୋରାପୁଟ: କୋଟିଆରେ ବଣ୍ଟନ ହେଲା ପରିବାର ପିଛା ୫୦ କିଲୋଗ୍ରାମ ଚାଉଳ । ଦିନକ ପରେ କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ରୋକିବା ଓ ଚେକ୍ ମେଟ୍ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା ପ୍ରଶାସନ…

୫ ମାସ ପରେ ଖୋଲିଲା କୁଳଡ଼ିହା ଅଭୟାରଣ୍ୟ

ନୀଳଗିରି: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ୫ ମାସ ପରେ ଖୋଲିଲା ବାଲେଶ୍ବର କୁଳଢ଼ିଆ ଅଭୟାରଣ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରିବେ ପର୍ଯ୍ୟଟକ । ପ୍ରତ୍ୟେକ ବର୍ଷ ନଭେମ୍ବର ୧ତାରିଖରେ ଖୋଲେ ଅଭୟାରଣ୍ୟ । କିନ୍ତୁ ଚଳିତ ବର୍ଷ…

ଲୁଟ ପରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ବର: ସିସିଟିଭି ଅଫ୍ କରି ମର୍ଡର । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗରରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା । ଲୁଟ ପରେ ହତ୍ୟା କରି ଫେରାର କେୟାର ଟେକର ବଳଭଦ୍ର ମହାରଣା । ମୃତକ ହେଲେ ପୂର୍ବତନ DFO ହାଡ଼ିବନ୍ଧୁ…

ଗଞ୍ଜାମରେ ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍, ବିପନ୍ନଙ୍କୁ ପଚାରି ବୁଝିଲେ ସମସ୍ୟା

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍ । ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଏହି…

ଲଗାଣ ବର୍ଷାରେ ଧସିଲା ଖୁରୀ ପାହାଡ଼, ଅଳ୍ପକେ ବର୍ତ୍ତିଲେ ପୁରିଗୁଡ଼ା ଗାଁର ୪୦ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ନାୟକଗୁଡ଼ାରେ ଭୁଷ୍ଖଳନ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ନାୟକଗୁଡା ନିକଟସ୍ଥ ପୁରିଗୁଡ଼ା ଗାଁ ନିକଟରେ ଧସିଲା ପାହାଡ଼ । ଅଳ୍ପକେ ବର୍ତ୍ତୀଲେ ଗାଁ ଲୋକ । ବର୍ଷାରେ ପାହାଡ଼ ଉପରୁ ଖସିଲା…

ଯୁବକଙ୍କୁ ବୀଭତ୍ସ ହତ୍ୟା, ଘର ପଛପଟୁ ମୃତଦେହ ଉଦ୍ଧାର

ବୋଲଗଡ଼: ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ଗୋଡ଼ କାଟି ଫେରାର ହୋଇଗଲେ ଦୁର୍ବୁତ୍ତ । ମୃତ ଯୁବକ ହେଲେ ଗଡ଼ ଭିତର ସାହିର କେଦାର ନାଥ ପଶ୍ଚିମ କବାଟ ଓରଫ ବଗୁଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ…

ଗାଁରେ ପଶିଲା ବନ୍ୟା ପାଣି, ଭାସିଗଲା ୨୦ ଘର

ଭଞ୍ଜନଗର: ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ…

ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ…