State

୪ ମାସର ନିଖୋଜ ଶିଶୁ ପୁତ୍ର ଉଦ୍ଧାର, ବାପା ରଚିଥିଲା ପୁଅ ଅପହରଣ ନାଟକ

ଟାଙ୍ଗୀ : ନିଖୋଜ ୪ ମାସର ଶିଶୁପୁତ୍ର ମାଆ କୋଳକୁ ଫେରିଲା । ଗତକାଲି ଖୋର୍ଦ୍ଧା ରେଳମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ମାଆ କୋଳରୁ ୪ ମାସର ଶିଶୁ ପୁତ୍ର ଚୋରୀ ଅଭିଯୋଗ ହୋଇଥିଲା । ପିଲା ଚୋରି…

ଗ୍ୟାସ କଳାବଜାରୀ: ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର

ଭୁବନେଶ୍ୱର : ଗ୍ୟାସ ଅଭାବ ସମୟରେ ଯୋଗାଣ ବିଭାଗର ବଡ଼ ପଦକ୍ଷେପ । ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର । ସହଜ ଉପଲବ୍ଧତା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। କଲେଜ ଓ ଶିଳ୍ପାଞ୍ଚଳ ନିକଟ ପେଟ୍ରୋଲ ପମ୍ପରେ ଗ୍ୟାସ୍…

ଆଜିଠୁ କମିବ କାଳବୈଶାଖୀ ପ୍ରଭାବ, ୧୨ରୁ ବଢ଼ିବ ତାତି, ଗୁଳୁଗୁଳି

ଭୁବନେଶ୍ୱର : ଆଜିଠୁ କମିବ କାଳବୈଶାଖୀ ପ୍ରଭାବ । ୧୨ରୁ ଗରମ, ଗୁଳୁଗୁଳି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଗରମ ଓ ଗୁଳୁଗୁଳିର ପ୍ରଭାବ ବହୁ ଅଧିକ ରହିବ । ୧୪ ଜିଲ୍ଲାରେ…

LPG କଳାବଜାରୀ: ରାଜ୍ୟବ୍ୟାପୀ ଚଢ଼ାଉ ଜୋରଦାର, ୩୪୩୫ ସିଲିଣ୍ଡର ଜବତ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ…

ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ: ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପାର ନିର୍ଦ୍ଦେଶ । ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ। ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୟୁନିଫର୍ମ। ୟୁନିଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପାଇଁ ଓସେପା ଦେଇଛି…

ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର:ସୋସିଆଲ ମିଡିଆ ୟୁଜର୍ସ ସାବଧାନ। ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ। ଏଣିକି ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର…

ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ଭୁବନେଶ୍ୱର : ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର। ସସ୍ମିତ ପାତ୍ର ୨୦୨୨ରେ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଥିଲେ। ତାଙ୍କୁ ସଂସଦୀୟ ଦଳ ନେତା…

ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟର ଗ୍ରୀନ୍ ସିଗନାଲ୍, ୮୧୬କୁ ବୃଦ୍ଧି ହେବ ଲୋକସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର : ଲୋକସଭା ସିଟ୍ ସଂଖ୍ୟା ୮୧୬କୁ ବୃଦ୍ଧି ହେବ । ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ର ଗ୍ରୀନ୍ ସିଗ୍ ନାଲ୍ । ଦେଶର ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ମହିଳାମାନଙ୍କୁ…

ହଷ୍ଟେଲ ଓ ଲାଇବ୍ରେରୀ ସୁବିଧା ଦାବିରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ଝୁଲିଲା ତାଲା

କୋରାପୁଟ : କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସରେ ତାଲା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ା କ୍ୟାମ୍ପସର ଛାତ୍ରଛାତ୍ରୀ ବିଭିନ୍ନ ଦାବିନେଇ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଜିଲ୍ଲା ସ୍ତରୀୟ କଂଗ୍ରେସ…

ଆସିଲା ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ

ରାଉରକେଲା : ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ । ଅଏଲ ପ୍ରେସର କମ୍ ଯୋଗୁଁ ଦୁର୍ଘଟଣା ହୋଇଥିବା କହିଲା AAIB । ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲାରେ ପ୍ଳେନ କ୍ରାସ୍ ହୋଇଥିଲା । AAIB ପକ୍ଷରୁ ହୋଇଥିବା…