October 4, 2026

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଧର୍ମଗଡ଼: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ଦୀପାଞ୍ଜଳି ନିମୁନିଆ । ଘର…

ସୁପ୍ରିମୋଙ୍କୁ ଭେଟିଲେ ବିଜେଡିର ନୂଆ ମିଡିଆ ଟିମ୍, ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ୱ

ଭୁବନେଶ୍ୱର: ନବୀନ ନିବାସରେ ମିଡିଆ ମନ୍ଥନ, ସୋସିଆଲ ମିଡିଆକୁ ବିଜେଡିର ଫୋକସ୍ | ବିଜେଡିର ନବନିଯୁକ୍ତ ମିଡିଆ ଟିମ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦଳର ନୂଆ ମିଡିଆ କୋଅର୍ଡିନେଟର, ସୋସିଆଲ ମିଡିଆ ଓ…

ସ୍କୁଲ୍‌ ହଷ୍ଟେଲରେ ସର୍ପାଘାତ; ଜଣେ ଛାତ୍ର ମୃତ, ଆଉ ଜଣେ ଗୁରୁତର

ପିପିଲି: ସ୍କୁଲ୍‌ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପା ସାପ ଦଂଶନରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏହି ଅଭାବନୀୟ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ…

ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତାର ସାଙ୍ଗ ବିଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ…

ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ନାଗାଲାଣ୍ଡ ରାଜ୍ୟପାଳ

କୋଣାର୍କ : ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଆଜି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ନାଗାଲାଣ୍ଡର ରାଜ୍ୟପାଳ ନନ୍ଦକିଶୋର ଯାଦବ । ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ସ୍ଥାପତ୍ୟ କଳା ଏବଂ ନିଖୁଣ ଭାସ୍କର୍ଯ୍ୟ ଦେଖି ରାଜ୍ୟପାଳ ଭାବବିହ୍ୱଳ…

ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ଦେଢଶୂର

ଦିଗପହଣ୍ଡି : ଭାଇବୋହୂକୁ ଆକ୍ରମଣ କଲା ଦେଢଶୂର । ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ମହିଳା । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ…