ଦିଲ୍ଲୀ ଏୟାରପୋର୍ଟରୁ ୧୦ ଚୀନ ଡ୍ରୋନ ଜବତ
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ତିନିଜଣ ଭାରତୀୟ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କାର ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ କରାଯାଇଛି। ଏହି ତିନିଯାତ୍ରୀ ଗତ ୨୫ ତାରିଖରେ ହଂକଂରୁ ଭିଏତ୍ନାମ ଦେଇ ଟର୍ମିନାଲ୍-୩ରେ ପହଞ୍ଚି ଥିଲେ। ଗୁପ୍ତ ସୂଚନା ଆଧାରରେ…