State

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଏହି ସୁବିଧା ରାଜ୍ୟର ୮୭୧୭ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଳିବ…

ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଶିଶୁ ସମେତ ୧୪ ଗୁରୁତର

ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି…

୨୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତରପଶ୍ଚିମ ବଙ୍ଗୋପାସଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର…

ଜାତୀୟ ସ୍ତରରେ ପୁଣି ସମ୍ମାନୀତ ଗଞ୍ଜାମ ଜିଲ୍ଲା, ଭାରତ ସରକାରଙ୍କ ପକ୍ଷରୁ ମିଳିଲା “ଭୂମି ସମ୍ମାନ”

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟ କରି ଜିଲ୍ଲା ପାଇଁ ସୁନାମ ଆଣିଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଛି ।…

ବିଜେଡି ସରକାରରେ ଓଡିଶାର ସାମାଜିକ ଓ ଅର୍ଥନୈତିକ କରୁଣ ସ୍ଥିତି ଜାରୀ ରହିବା ଅତ୍ୟନ୍ତ ଲଜ୍ଜାଜନକ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର : ପ୍ରଚାର, ପ୍ରସାର, ଷ୍ଟିକର୍ ଓ ଫଳକ ଜରିଆରେ ‘ଯୋଜନା’ର ସଫଳତା ହୁଏ ନାହିଁ । ଏଥି ପାଇଁ ଲୋକମାନଙ୍କ ପାଖକୁ ଯାଇ ଯୋଜନାର ସୁଫଳକୁ ପହଂଚାଇବାର ଆବଶ୍ୟକତା ରହିଛି । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତା…

ନଦୀରେ ଭାସୁଛି କୁଇଣ୍ଟାଲ କୁଇଣ୍ଟାଲ ମାଛ

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ… । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ…

ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଗଞ୍ଜାମ ଏସପି

ଗଞ୍ଜାମ: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା। ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଡାକ୍ତରଖାନାରେ କଲେ ଭର୍ତ୍ତି। ସରକାରୀ କାର୍ଯ୍ୟରେ ଭଞ୍ଜାନଗରରୁ ଆସିକା ଯାଉଥିବାବେଳେ ରାସ୍ତାରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ।…

ଆକାଉଣ୍ଟ ଅଫିସରଙ୍କ ସଂପତ୍ତି ୮ କୋଟି

ଭୁବନେଶ୍ୱର: ରିଆମାଳ ବ୍ଲକର ପୂର୍ବତନ ଆକାଉଣ୍ଟଓ ଅଫିସରଙ୍କ କୁବେର ସଂପତ୍ତି । ପୂର୍ବତନ ଆକାଉଣ୍ଟଓ ଅଫିସର ରାଜେନ୍ଦ୍ର ଦାସଙ୍କ ୮ କୋଟିର ସଂପତ୍ତି । ମୋଟ ୮ କୋଟି ୪ ଲକ୍ଷର ସଂପତ୍ତି ଠାବ କଲା ଭିଜିଲାନ୍ତ୍ର ଟିମ । ରାଜେନ୍ଦ୍ରଙ୍କ…

ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’

କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ ।…