State

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ ‘କରପଶନ ମୋବିଲାଇଜେସନ ଅଫିସ’-ବିଜେପି

ଭୁବନେଶ୍ୱର: ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ । ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏମିତି କହି ବିଜେଡି ସରକାରଙ୍କ ଉପରେ ବର୍ଷିଛି…

ଶୁଦ୍ଧିକ୍ରିୟା ଭୋଜି ଖାଇ ୩୫ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ବିଷାକ୍ତ ଖାଦ୍ୟ ଖାଇ ୩୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୋଟିଏ ପରିବାର ସହ ସେମାନଙ୍କ ସମ୍ପର୍କୀୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ବୁଆଁଲା ପଞ୍ଚାୟତ ଅନ୍ତର୍ଗତ ନୂଆପୁର ସିନ୍ଧିଆ ଗାଁରେ ୩୫ରୁ ଅଧିକ ଜଣ…

ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍

ବୁର୍ଲା/ସମ୍ବଲପୁର: ଭିମସାରରେ ଗତ ୫ ତାରିଖ ଦିନ ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣା ନେଇ ତଦନ୍ତ ଟିମ୍ ଗଠନ ହୋଇଛି । ଶିଶୁ ବିଭାଗ ପ୍ରଫେସର ପ୍ରକାଶ ପଣ୍ଡାଙ୍କ ନେତୃତ୍ବରେ ମେଡିସିନ ବିଭାଗର ପ୍ରଫେସର ମମତା ମର୍ମୁ, ଏସ୍‌ଏମ୍‌ଟି ବିଭାଗର ସତ୍ୟସାଇ…

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସୁକିନ୍ଦା ଥାନା SI

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଟ୍ୱିନସିଟି ଇନଫ୍ରାକନରେ ଆଇଟି ରେଡ୍‌

କଟକ ତ୍ରିଶୁଳିଆ ଠାରେ ଥିବା ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଟ୍ୱିନ ସିଟି ଇନ୍‌ଫ୍ରାକନ୍‌ର କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ବିଭାଗର ୧୫ଜଣିଆ ଟିମ୍ ଏହି ଚଢ଼ାଉ କରିଥିବା ବେଳେ ବିଭିନ୍ନ କାଗଜପତ୍ରକୁ ତନ୍ନତନ୍ନ କରି ଯାଞ୍ଚ…

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ…

୩ ମେଡିକାଲ କଲେଜର ଅଗ୍ନି ସୁରକ୍ଷାକୁ ଫୋକସ୍, ୪୫ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ରେଭେନ୍ସା ଆଗରେ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା…

ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି: ଜବତ ଟଙ୍କା ଗଲା ଆରବିଆଇ

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା…

ଆଜିଠୁ ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ। ଓଜେଇଇ ପକ୍ଷରୁ ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ ଆଜିଠୁ ଆରମ୍ଭ ହେଉଛି କାଉନସେଲିଂ । ଛାତ୍ରଛାତ୍ରୀ ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ…