State

ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କଟକ: କଟକ ଦୋଳମୁଣ୍ଡାଇରୁ ବଜ୍ରକବାଟିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଥିବା ଅମ୍ବର ଏନ୍ଏକ୍ସ ଦୋକାନ ସମ୍ମୁଖରେ ନିଜକୁ ପୁଲିସ ପରିଚୟ ଦେଇ ବରିଷ୍ଠ ନାଗରିକଙ୍କ ଠାରୁ ୬୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ…

ରାଜଧାନୀରେ ଯୁବକଙ୍କ କଲର ଧରି ପିଟିଲେ ଲେଡି ଗୁଣ୍ଡା

ଭୁବନେଶ୍ୱର:ଭୁବନେଶ୍ୱରରେ ଲେଡି ଗୁଣ୍ଡାଙ୍କ ଦାଦାଗିରି । ଯୁବକଙ୍କ କଲର ଧରିଲେ, ସେକି ଦେଇ ଗଲେ । ସମସ୍ତେ ଦେଖୁଥାନ୍ତି, ହେଲେ ଲେଡି ଗୁଣ୍ଡାଙ୍କୁ କେହି ସାମ୍ନା କରିପାରୁ ନ ଥାନ୍ତି । ଲେଡିଙ୍କ ପାଟିର ଭାଷା… ନ କହିବା ଭଲ ।…

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଭୁବନେଶ୍ୱର, : ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଲୋକଙ୍କ ପାଖକୁ ଫେରିଛି । ଲୋକେ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଘରୋଇ କମ୍ପାନୀମାନଙ୍କଠାରେ ରଖିଥିଲେ । ସେହି ଟଙ୍କାକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ…

ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ

ବୌଦ୍ଧ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି…

ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା ଅଭିଯୁକ୍ତ

ନୀଳଗିରି: ନୀଳଗିରି ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ନୀଳଗିରି ମେଡିକାଲର ଝରକା ଭାଙ୍ଗୀ ଚମ୍ପଟ ମାରିଲା । ବାହାରେ ପୋଲିସ ଥିବାବେଳେ ଯୁବକ ଝରକା ଭାଙ୍ଗୀ ଫେରାର ହୋଇଥିବା ଜଣାପଡିଛି । ନାବାଳକ ଅପହରଣ ମାମଲାରେୁ କାଲିଠୁ ଅଟକ…

ଦୁଇଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

ବଲାଙ୍ଗିର : ବଲାଙ୍ଗିର ଲୋୟର ସୁକତେଲର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଗତବର୍ଷ ଡ୍ୟାମରେ ପାଣି ଅଟକାଯାଇଥିଲା । ଆଜି ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଇଛି । କେନାଲ ଦ୍ୱାର…

୮୦ରୁ ଅଧିକ ସିଟ୍‌ ପାଇ ଜିତିବୁ, ସରକାର କରିବୁ: ବୁଧାନ

ଭୁବନେଶ୍ୱର: ରାଜ୍ୟରେ ୮୦ରୁ ଅଧିକ ସିଟ ପାଇବୁ ଓ ସରକାର କରିବୁ କହିଲେ ବୁଧାନ । ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ମନ୍ତବ୍ୟ । ୧୨୦କୁ ବେସ୍ କରି କାମ ହେବ, ସରକାର ଗଠନରୁ ଅଧିକ ସିଟ୍…

ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍, ନଗଦ ୩୦ କୋଟି ଜବତ

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଆଇଟି ରେଡ୍‌ । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି। ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ…

ପୂଜାର୍ଚ୍ଚନା ପରେ ଖୋଲିଲାଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ

ଆଠଗଡ଼: ଧବଳେଶ୍ୱରକୁ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି…

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି…