State

ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର : ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି…

ବୁର୍ଲା ଭୀମସାର୍‌ରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଦୁଇ ମେଡ଼ିକାଲ୍‌ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁର୍ଲା ଭୀମସାର୍‌ରେ ଗଣ୍ଡଗୋଳ ଘଟିଛି। ଭୀମସାର ଓ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ରୁ ୬ ଜଣ ମେଡ଼ିକାଲ୍‌ ଛାତ୍ର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା…

ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରାଯାଇଛି…

ଜେଜେ ମା’ଙ୍କ ଅଭିଯୋଗ, ଦେଢ଼ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ଦେଲା ମା

ଆଜି: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।…

ବାହାନଗା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ୍‌ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍‌ ମାଷ୍ଟର ହିଁ ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍‌ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି…

ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀ ମୃତ

ବଲାଙ୍ଗୀର: ପାରିବାରିକ କଲହରୁ ସ୍ବୀ କୁ ହତ୍ୟା କଲା ଜହ୍ଲାଦ ସ୍ୱାମୀ.. ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ଝରବାହାଲି ଗାଁରେ…. ସ୍ୱାମୀର ଫାଉଡ଼ା ମାଡ଼ରେ ସ୍ତ୍ରୀ ମୃତ..ସୂଚନା ଅନୁଯାଇ ଆଜି ସକାଳୁ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି

ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି। ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ୱସ୍ତି। ଗିରଫ ପାଇଁ ହାଇକୋର୍ଟରେ ଜାରି NBW ଉପରେ ରୋକ୍‌। ଜାମିନ୍‌ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା…

ସୁବର୍ଣ୍ଣପୁରରେ ୫ଟି ସଚିବଙ୍କୁ ବିରୋଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୫ଟି ସଚିବଙ୍କ ଗସ୍ତକୁ ବିରୋଧ । ଏହି ଗସ୍ତକୁ ବିରୋଧ କରି ଧାରଣା ସହ ସଚିବଙ୍କ ଗାଡିକୁ ଅଣ୍ଡାମାଡ କଲେ ଲାେକେ । ୫ଟି ସଚିବଙ୍କର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତକୁ ବିଜେପି ସହ ବିରୋଧ କରିଛି…

ବିଜେବି କଲେଜରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି…

ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ବର୍ଷକ ତଳର ରାଗ ସୁଝାଇଲେ ଦୁର୍ବୃତ୍ତ । ଚୋର ଧରାଇ ଦେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏହାସହ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ…