‘ମୋନ୍ଥା’ ପ୍ରଭାବରେ ଗଜପତିରେ ଧସିଲା ପାହାଡ
ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି…
ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି…
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା । କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି,…
ଭୁବନେଶ୍ୱର: ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା…
ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ସରକାରୀ ନିୟମ ରହିଥିଲେ ବି କେହି ଏହି ନିୟମ ପାଳୁନାହାଁନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ଆଦୌ ହେଉ ନାହିଁ । କୌଣସି ବସ୍ ଯାତ୍ରୀ…
ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ…
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍ଥାର ପ୍ରଭାବ…
ଭୁବନେଶ୍ଵର: ଧୀରେ ଧିରେ ଉପକୂଳ ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା ମନ୍ଥା। ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ -କଳିଙ୍ଗପଟ୍ଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡିଶାରେ ପହଞ୍ଚିବାବେଳକୁ ଦୁର୍ବଳ ହୋଇଯାଇଥିବ। ତେବେ ବାତ୍ୟା ମୋନ୍ଥା ପାଇଁ ୨୭ ଏବଂ…
ଭୁବନେଶ୍ଵର: ରାଜଧାନୀରେ ମନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଏମସି। ଭୁବନେଶ୍ଵରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି। ପ୍ରବଳ ବର୍ଷା , ପବନ ଯୋଗୁଁ ବହୁ ଗଛ ଭାଙ୍ଗିଯିବା ସହ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର…
ନୂଆପଡ଼ା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଟକ ମେୟର ସୁବାସ ସିଂହ ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରିଛନ୍ତି। ମେୟର ସିଂହ ନୂଆପଡା…
ନୟାଗଡ: ନୟାଗଡ ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ମିଳିଛି। କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍ ଅଧିକ୍ଷକ…