State

ହରିଣ ଛାଲ ଓ ମୟୂର ପକ୍ଷୀ ଜବତ: ଅବସରପ୍ରାପ୍ତ ବନପାଳ ଗିରଫ

ଦେବଗଡ଼ : ଦେବଗଡ ବନଖଣ୍ଡରେ ଅବସରପ୍ରାପ୍ତ ବନପାଳଙ୍କୁ ଗିରଫ କରିଛି ବନବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟର କିଶୋରଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଘରେ ଚିତ୍ତଲ ହରିଣ ଛାଲ ଏବଂ ମୟୂର ପକ୍ଷୀ ରଖିଥିବା ଅଭିଯୋଗରେ ଗିରଫ କରିବା…

ଏସଆଇ ପରୀକ୍ଷା ଠକେଇ ମାମଲା, ଫେରାର ଅଭିଯୁକ୍ତ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତିର ତଦନ୍ତକୁ ଜୋରଦାର କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିବା ଜଣାପଡ଼ିଛି । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି…

ପ୍ରବଳ ବର୍ଷାରେ ଉବୁଟୁବୁ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକ ହନ୍ତସନ୍ତ

ଭୁବନେଶ୍ବର: ଉବୁଟୁବୁ ସୂର୍ଯ୍ୟ ମନ୍ଦିର। ପୁରୀ ଜିଲ୍ଲାର କୋଣାର୍କ, ଗୋପ ଓ ନିମାପଡ଼ା ଅଞ୍ଚଳରେ ପ୍ରବଳ ଘଡଘଡି ସହ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ପର୍ଯ୍ୟଟକ ହନ୍ତସନ୍ତ । ପବନର ମାତ୍ରା ଅଧିକ ନାହଁ । ହେଲେ ପ୍ରାୟ…

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଅକ୍ଟୋବର ୨୦ ସୁଦ୍ଧା ନାମାଙ୍କନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ଧାର୍ଯ୍ୟ ହୋଇଛି। ସେହିପରି…

ଭୁବନେଶ୍ୱରରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ସୋମବାର ଦିନ କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଶିକ୍ଷକ ଜଣକ ରାୟଗଡା ଜିଲ୍ଲାର ଦ୍ୱିତି ଚନ୍ଦ୍ର ସାହୁ ବୋଲି ଜଣାପଡିଛି। ଯାହାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ପୁରୀ ଯିବା ରାସ୍ତାରେ ପଇଡ ପିଇ ବ୍ୟବସାୟୀଙ୍କ ସୁଖଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଆରମ୍ଭ ହେବ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା, ଧାମରା-ଗହୀରମଥାରେ ୭ ମାସ ମାଛଧରା ମନା

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଏନ୍ତୁଡ଼ିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ…

AIIMS କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବର AIIMSର ଜଣେ ଆଉଟ ସୋର୍ସିଂ କର୍ମଚାରୀଙ୍କୁ ଗୁଳିମାଡ଼ ହୋଇଛି। ଡିଉଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ଗୁଳି କଲେ ଦୁର୍ବୃତ୍ତ। ତିନି ରାଉଣ୍ଡ ଗୁଳି କରି ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ…

ଏବିଭିପିର ମମତାଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଦୃଢ଼ ପ୍ରତିବାଦ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପିର ଭୁବନେଶ୍ୱର ଶାଖା ତରଫରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗରେ…

ଗଳାକାଟି ହତ୍ୟା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ

ରେଙ୍ଗାଲିକ୍ୟାମ୍ପ: ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ମୃତଦେହ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚକୁଳି ଫାର୍ମ ସତୀଜୋର ନୂନେଇଗୁଡ଼ି ନିକଟ ୫୩ ନମ୍ବର ମୁଖ୍ୟ ଜାତୀୟ…