ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନୀତି ଲାଗୁ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶା ସରକାର ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କ (ଶିକ୍ଷକ ବ୍ୟତୀତ) ପାଇଁ ବଦଳି ଏବଂ ପୋଷ୍ଟିଂ ନୀତି ପ୍ରଣୟନ କରିଛନ୍ତି । ସ୍କୁଲ ଏବଂ ଗଣଶିକ୍ଷା (S&ME) ବିଭାଗର କମିଶନର-କମ୍-ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା…