କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର
ମହାକାଳପଡା: ଉଦ୍ଧାର ହେଲା କୁମ୍ଭୀର ଝାମ୍ପି ନେଇଥିବା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ସୁନିତି ପଞ୍ଚାୟତର ବେଣାକଦ୍ଧା ଗାଁରେ ଜଣେ ମହିଳାଙ୍କୁ ଗତକାଲି ଝାମ୍ପି ନେଇଥିଲା କୁମ୍ଭୀର । ଗୋବରୀ ନଦୀ କୂଳରେ ଛେଳି ଚରାଇବା ବେଳେ…