State

ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ…

ଭୁବନେଶ୍ୱରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଏଥିଲାଗି ଜମି ଚିହ୍ନଟ ସରିଛି।…

ପୂଜା ପ୍ରସ୍ତୁତି ବୈଠକ: NOC ନନେଲେ ମଣ୍ଡପକୁ ମିଳିବନି ପୂଜା ଆୟୋଜନ ଅନୁମତି

କଟକ: କଟକରେ ଏନଓସି ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ…

ଗୋପାଳପୁର ବେଳାଭୂମିରେ ଜବରଦଖଲ ଊଛେଦ

ଗୋପାଳପୁର :ଗୋପାଳପୁର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ରହି ଆସିଥିବା ବେଳେ ଏବେ କିଛି ବର୍ଷ ହେବ ବେଳାଭୂମି ସମେତ ବେଳାଭୂମି ର ପାଦଚଲା ରାସ୍ତା କୁ ଉଠା ଦୋକାନୀ ମାନେ ନିଜ କବଜା କୁ ନେବା…

ଦିଲ୍ଲୀରୁ ଫେରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହୋଇ ନ ଥିବା କହିଲେ ମନମୋହନ

ଭୁବନେଶ୍ଵର : ନୂଆଦିଲ୍ଲୀ ଗସ୍ତ ସାରି ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଏହା ବିଜେଡିର ଦଳୀୟ ନିଷ୍ପତ୍ତି , ବିଜେପି ନିଜ ରାସ୍ତାରେ ଅଛି। ମନ୍ତ୍ରିମଣ୍ଡଳ…

ବିଏମସି ବୈଠକରେ ହଟ୍ଟଗୋଳ; ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ…

ଆସନ୍ତାକାଲି ଶ୍ରୀମନ୍ଦିରେର ହେବ ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ…

କ୍ଷୀର ଅପମିଶ୍ରଣ ବେଳେ ବେପାରୀଙ୍କୁ କାବୁ କଲା ପୋଲିସ

କଟକ: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ । ମାଡି ବସିଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା…

ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ବୃଦ୍ଧ ଜଣକ ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କରିଛନ୍ତି ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି…

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ, ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଏଣିକି ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ। ଧରାପଡିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ଆକ୍ସନ ହେବ। ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।…