State

ରାଜଭବନରେ ନୂଆଁଖାଇ ପାଳିତ: ରାଜ୍ୟବାସୀଙ୍କ ଶୁଭ ମନାସିଲେ ରାଜ୍ୟପାଳ

ଭୁବନେଶ୍ଵର : ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏହି ପର୍ବରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ…

କାରକୁ ଧକ୍କା ଦେଲା ବସ, ବୃଦ୍ଧ ମୃତ, ମହିଳା ଗୁରୁତର

ଦାରିଙ୍ଗବାଡି : ରାସ୍ତା କଡ଼ ଦୋକାନରେ ଚା’ ପିଉଥିବା ଜଣେ ବୃଦ୍ଧଙ୍କ ଉପରେ ଚଢିଗଲା କାର । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି…

ନିଖୋଜ ୟୁଟ୍ୟୁବରଙ୍କ ପତ୍ତା ମିଳିଲା: ସୁରକ୍ଷିତ ଥିବା ସୂଚନା

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ।…

ଆଶ୍ରମ ସ୍କୁଲ ଛାତରୁ ଖସି ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର…

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର…

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ବଢିଲା

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ…

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର…

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬ ନମ୍ବର ଜାତୀୟ ରାଜପଥ ଚାନ୍ଦପୁର…

ଆସନ୍ତା ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ ପକ୍ଷୀ ଗଣନା

ରାଜନଗର : ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା । ଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ପକ୍ଷୀ ଗଣନା ହେବ । ମଠଆଡିଆ,…

ସରକାରଙ୍କ ନୂଆଁଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା । ଆଜି ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା…