State

ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ, ଅନ୍ୟ ୪ ଯବାନ ଗୁରୁତର

ରାଉରକେଲା: ବଜ୍ରପାତରେ ଗଲା CRPF ଯବାନଙ୍କ ଜୀବନ। ରାଉରକେଲାରେ CRPF-୨୬ ବାଟାଲିଅନ ଅଧିକାରୀ ଏମ ପ୍ରବୋ ସିଂଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଯବାନ ଗୁରୁତର ହୋଇଛନ୍ତି । ନକ୍ସଲ ଦମନ ପାଇଁ କମ୍ବିଂ ଅପରେସନ ବେଳେ ବଜ୍ରପାତ ହୋଇଥିଲା…

ଜେଇଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ:କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ବରଗଡ ବରପାଲିର ହଳଦୀ ପାଳିଛକରେ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ତେବେ ଛିଡା…

ମାମୁଁ ଘର ଅଗଣା କୂଅରୁ ମିଳିଲା ଭଣଜାର ମୃତଦେହ

ଦାରିଙ୍ଗବାଡ଼ି: ଭେଣ୍ଡିଆ ପୁଅର ମର ଶରୀରକୁ ଧରି କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକେ । ଏତିକି କେମିତି ତାଙ୍କର ମୃତ୍ୟୁ ହେଲା କେହି ସହଜରେ ଗ୍ରହଣ ପାରୁନାହାନ୍ତି । ଘରେ ହିଁ ମରି ପଡିଥିଲା ପୁଅ, ହେଲେ ଖୋଜି…

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ

କଟକ: ୨୦୨୫ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ବର୍ଷ ପରୀକ୍ଷାରେ ଅନୁପସ୍ଥିତ ଥିବା ପ୍ରାର୍ଥୀ, ପରୀକ୍ଷା ଦେଇ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଓ କପି କରି ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀମାନେ ହିଁ ପୁଣି ପରୀକ୍ଷା…

ନକଲି ଜାତି ପ୍ରମାଣପତ୍ର ଆଶଙ୍କା, ଆଦିବାସୀ ଦଳିତ ସେନାର ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର: ସମ୍ବଲପୁରର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ସମ୍ବଲପୁର ଜିଲା ଆଦିବାସୀ ଦଳିତ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବରେ ରାଜସ୍ୱ ମନ୍ତ୍ରୀଙ୍କ ବିନା ପଟ୍ଟାରେ ଜାତି ପ୍ରମାଣପତ୍ର ଦେବା ଘୋଷଣା…

କୃଷି ଓଭର୍‍ସିଅରଙ୍କ ମାସିକ ଗସ୍ତଭତ୍ତା ୪୫୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତଭତ୍ତା ବୃଦ୍ଧି କରିଛନ୍ତି। ଏହି ଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି…

ଭାରତୀୟ ସେନାର ଶକ୍ତି ବଢାଇଲା ଓଡ଼ିଶା, ଟେଷ୍ଟ କଲା ଡ୍ରୋନ୍‌ କିଲର ‘ଭାର୍ଗବାସ୍ତ୍ର’

ବ୍ରହ୍ମପୁର : ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ ସିଷ୍ଟମ ତିଆରି କରାଯାଇଛି। ଗଞ୍ଜାମ ଜିଲାର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଥିବା ଫାୟାରିଂ ରେଞ୍ଜରେ ଏହାର ସଫଳ ପରୀକ୍ଷଣ…

ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ। କୋର୍ଟ କଚେରିର ବାହାନା ଦେଖାଯିବା ସହ…

‘ଚଳିତ ବର୍ଷ ଶେଷ ସୁଦ୍ଧା ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ସରିବ’

ଭୁବନେଶ୍ବର: ବହୁ ପ୍ରତିକ୍ଷିତ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଚଳିତ ବର୍ଷ ଶେଷ ସୁଦ୍ଧା ହେବ। ବର୍ତ୍ତମାନ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଶେଷ ହୋଇଯିବ। ପୂର୍ତ୍ତ ମନ୍ତ୍ରୀ…

ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା; ଅଧିକ ଉପକୃତ ହେବେ ଚାଷୀ !

ଭୁବନେଶ୍ୱର: ରାଜ୍ୟ ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ମନେ କରିଛନ୍ତି। ଏଭଳି ବିପର୍ଯ୍ୟୟ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଅନୁମୋଦନ କରିଛନ୍ତି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି।…