ପେଟ୍ରୋଲ ଢାଳି ଯୁବକଙ୍କୁ ହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର
ରାଉରକେଲା: ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଘଣିଘଷାରେ ଘଟିଛି ବିଭତ୍ସ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ କାହ୍ନୁଚରଣ ମହାନ୍ତଙ୍କୁ ଜାଳିନେଲେ । ୪ ମୁଖାପିନ୍ଧା ଦୁର୍ବୁତ୍ତ ପେଟ୍ରୋଲ ଢାଳିବା ସହ…