August 9, 2026

୧୬୯ ଜନଜାତି ଗୋଷ୍ଠୀକୁ ST ତାଲିକାରେ ସାମିଲ କରିବା ନେଇ ନବୀନଙ୍କ ଦାବି

ଭୁବନେଶ୍ୱର : ରାଜ୍ୟର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଉ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ। ଶଙ୍ଖ ଭବନରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କହିଛନ୍ତି…

ଢେପାଗୁଡ଼ାରେ ଭୂ-ସ୍ଖଳନ ଆଶଙ୍କା; ପ୍ରଶାସନର ନିଷେଧାଜ୍ଞା ସ୍ୱତ୍ତେ ଭିଟାମାଟି ଛାଡୁନାହାନ୍ତି ଗ୍ରାମବାସୀ

ଭଞ୍ଜନଗର:ବାରମ୍ବାର ଭୂ-ସ୍ଖଳନ ଘଟି ଜନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଢ଼େପଗୁଡ଼ା ଗ୍ରାମବାସୀଙ୍କ ପାଇଁ ଏବେ ନିର୍ଣ୍ଣାୟକ ସ୍ଥିତି ଉପୁଜିଛି। ଗୁରୁବାର ରାତିରେ ଗ୍ରାମର ବିଜୟ ନାୟକ, ଅନନ୍ତ ନାୟକ ଓ ବୃନ୍ଦା ନାୟକଙ୍କ ଘର ସମ୍ମୁଖରେ ଭୁ –…

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପାରିଶ

ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ ରଞ୍ଜନ…

ଚମ୍ପୁଆ ବଜାରରେ ପଶିଲେ ୧୮ ଟିକିଆ ହାତୀପଲ

ଚମ୍ପୁଆ : ଗତ ଦୁଇ ଦିନ ତଳେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରୁ ଚମ୍ପୁଆ ସେକ୍ସନକୁ ପଶି ଆସିଥିବା ୧୮ ଟିକିଆ ହାତୀପଲ ଗତରାତି ଶଶାଙ୍ଗ ବୈତରଣୀ କୂଳରେ ପହଂଚି ଥିଲେ। ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଯିବାକୁ ଉଦ୍ୟମ…

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ତୃତୀୟ ବନ୍ୟା, ବଢ଼ିଲା ନଦୀକୂଳିଆଙ୍କ ଚିନ୍ତା

ଯାଜପୁର ଟାଉନ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ତୃତୀୟବନ୍ୟା। ଆଖୁଆପଦା, ବଲ୍ଲଭିଘାଟ ଓ ଦଶରଥପୁରରେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ଆଖୁଆପଦାରେ ବିପଦ ସଂକେତ ୧୮ ଦଶମିକ ୩୩ ମିଟର ଥିବା ବେଳେ ବର୍ତ୍ତମାନ ସତର୍କ ସୂଚନା ଉପରେ…

AI ବାଘ ଫଟୋ ଭାଇରାଲ୍ କରି ବନ୍ଧା ହେଲେ ଯୁବକ

ଯାଜପୁର: AI ବାଘ ଫଟୋ ଛାଡ଼ି ଲୋକଙ୍କୁ ଆତଙ୍କିତ କଲେ ଯୁବକ। ଶେଷରେ ଥାନାକୁ ନେଲା ପୋଲିସ । ସୋସିଆଲ ମିଡିଆରେ ଏଆଇ ତିଆରି ବାଘ ଫଟୋ ଭାଇରାଲ୍ କରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି ।…

‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜିଠାରୁ ୧୭ ଯାଏଁ ସବୁଠି ଉଡ଼ିବ ଜାତୀୟ ପତାକା । ତ୍ରିରଙ୍ଗା ପଦଯାତ୍ରାରେ କମ୍ପିଲା ରାଜଧାନୀ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଛାତ୍ରଛାତ୍ରୀ ଓ…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ । ବାମପାର୍ଶ୍ବରେ ୮ ଓ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ପୂର୍ବରୁ ୮ଟି…

ଜଳକାରେ ପୁଣି ବନ୍ୟା, ଜମିରେ ଲହଡ଼ି ମାରୁଛି ପାଣି

ଜଳେଶ୍ବର: ଜଳକାରେ ବନ୍ୟା ଯୋଗୁ ହତାଶ ହୋଇଛନ୍ତି ଚାଷୀ। ବନ୍ଯା ଜଳ ନିଷ୍କାସନ ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି। କିଛି ଦିନରୁ ପୂର୍ବରୁ ରୁଆ ଯାଇଥିବା ଧାନତଳି ପଚିଗଲାଣି।…

ବୈତରଣୀ ଓ ସାଳନ୍ଦୀରେ କମୁଛି ପାଣି, ଘାଇ ଯୋଗୁଁ ଏବେବି ୮ ଗାଁ ଜଳବନ୍ଦୀ

ଭଦ୍ରକ: ବିପଦ ସଙ୍କେତ ତଳେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରି ବିପଦ ସଙ୍କେତ ଆଡକୁ ଯାଉଥିଲା। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ଥିବାବେଳେ ଏବେ ୧୮.୩ରେ ପ୍ରବାହିତ ହେଉଛି।…