August 5, 2026

ଲୋକସଭାରେ ବ୍ୟାଙ୍କର୍ସ ବୁକ୍ସ ବିଲ୍‌ ପାରିତ

ନୂଆଦିଲ୍ଲୀ: ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାରେ କୌଣସି ଆଲୋଚନା ବିନା ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ (ସଂଶୋଧନ) ବିଲ୍‌ ପାରିତ ହୋଇଛି। ଗୃହରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ନାରାବାଜି କରୁଥିବା ବେଳେ ସରକାର ବିଲ୍‌ଟିକୁ ଧ୍ବନିମତରେ ପାରିତ…

ଡିସେମ୍ବରରେ ସ୍ୱଦେଶ ଫେରିବେ ଶେଖ୍ ହସିନା: କହିଲେ ‘ମୃତ୍ୟୁ ଦଣ୍ଡକୁ ମୋର ଡର ନାହିଁ’

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି। ବୁଧବାର ଦିନ ନିଜର ଏକ ସମ୍ବୋଧନରେ ସେ କହିଛନ୍ତି ଯେ ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ…

ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି : ନେତାନ୍ୟାହୁ

ଜେରୁଜେଲମ୍‌ : ଇରାନ ସହ ଜାରି ଥିବା ତିକ୍ତତା ଓ ବିଶ୍ୱ ରାଜନୀତିର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ…

ବିଜୟ ସରକାର ବଜେଟ : ମହିଳାଙ୍କୁ ସୁନା କଏନ ଓ ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ

ତାମିଲନାଡ଼ୁ : ତାମିଲନାଡୁର ବିଜୟ ସରକାର ବଜେଟ ୨୦୨୬-୨୭ରେ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ବଜେଟରେ ବ୍ରଦର୍ସ ଗିଫ୍ଟ ସ୍କିମ ଅଧିନରେ ମହିଳାଙ୍କୁ ୮ ଗ୍ରାମର ସୁନାର କଏକ ଏବଂ ସିଲ୍କ ଶାଢି ଯୋଜନା ପାଇଁ ୮୧୨ କୋଟି ଟଙ୍କାର…

ଲୋହିତ ସାଗରରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ୧୩ କ୍ରୁ ସଦସ୍ୟ ଉଦ୍ଧାର

ନୂଆଦିଲ୍ଲୀ : ଲୋହିତ ସାଗରରେ ଭାରତୀୟ ଜାହାଜକୁ ଆକ୍ରମଣ । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ୟେମେନ ସରକାରୀ ସେନା ପକ୍ଷରୁ କୁହାଯାଇଛି । ଜାହାଜ ବୁଡ଼ିଯାଇ ଥିବା ବେଳେ ଏଥିରେ ଥିବା ୧୩…

ରାମ ଦରବାରରେ ବନ୍ଦ ହେଲା ଭିଆଇପି ଦର୍ଶନ ବ୍ୟବସ୍ଥା

ଅଯୋଧ୍ୟା : ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଅଯୋଧ୍ୟା ରାମମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଧ୍ୟାନରେ ରଖି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ଦରବାର ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ରାମମନ୍ଦିର…

ବୀମା ନଥିଲେ ପେଟ୍ରୋଲ ବନ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ବୀମା ନଥିଲେ ପେଟ୍ରୋଲ ବନ୍ଦ । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପ । ଦେଶରେ ଥାର୍ଡ ପାର୍ଟି ମୋଟର ବୀମାକୁ ବାଧ୍ୟତାମୂଳକ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଧ ଥାର୍ଡ ପାର୍ଟି…

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ! ମିଳିବ ବିଶ୍ୱସ୍ତରୀୟ ଶିକ୍ଷା

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି…

କର୍କଟ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଦେୟମୁକ୍ତ ହେବ କ୍ୟାନସର ରୋଗୀଙ୍କ ଜଟିଳ ଚିକିତ୍ସା

ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର…

ପିଇଓ ଅଭାବରେ ବିପର୍ଯ୍ୟସ୍ତ ପଞ୍ଚାୟତ ସେବା

ଗୁଡ଼ାରୀ : ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ୯ଟି ଗ୍ରାମ ପଞ୍ଚାୟତ ପାଇଁ ନିୟମ ଅନୁଯାୟୀ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ରହିବା କଥା ଥିଲେ ମଧ୍ୟ…