State

ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ, ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଚଟାଣରେ…

ବର୍ଷକରେ ମରିଛନ୍ତି ୮୧ ହାତୀ, ମୃତ୍ୟୁ ହାର ଚିନ୍ତାଜନକ

ଭୁବନେଶ୍ୱର: ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଛନ୍ତି । ହାତୀ ଶିକାର, ବିଦ୍ୟୁତ୍‌ ଆଘାତ ଭଳି ବିଭିନ୍ନ କାରଣରୁ ହାତୀ ମୃତ୍ୟୁ ହେଉଛି ବୋଲି ବିଧାନସଭାରେ ଆଜି ଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ…

କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏହି କମିଟି…

ଜମିର ହେବ ନିର୍ଭୁଲ୍ ସର୍ଭେ; ଶୁଭାରମ୍ଭ ହେଲା ସହରାଞ୍ଚଳ ଡିଜିଟାଲ ସର୍ଭେ ‘ନକ୍ସା’

ଖୋର୍ଦ୍ଧା: ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ଆଦି ଓଡ଼ିଶାର ଚାରୋଟି ସହରରେ ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ ‘ନକ୍ସା’। ଦେଶର ୧୫୨ ଟି ସହରରେ ଏ ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର ୪ଟି ସହରକୁ ନିଆଯାଇଛି। ରାଜସ୍ବ ମନ୍ତ୍ରୀ…

ରାଜ୍ୟର ୨ ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ । ଏହି ସମୟରେ, ମଙ୍ଗଳବାର ପୂର୍ବ ସରକାର ଉପରେ ବର୍ଷିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ପୂର୍ବ ସରକାର ଯୋଉ ଡିଣ୍ଡିମ ପିଟପୁଛନ୍ତି…

ବିଧାନସଭାରେ କିଟ୍ ପ୍ରସଙ୍ଗ: ତାତିଲେ ବିଧାୟକ

ଭୁବନେଶ୍ବର: ଆଜି ବିଧାନସଭାରେ ଶୂନ୍ୟକାଳରେ କିଟ୍ ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ବାବୁ ସିଂ କହିଛନ୍ତି,…

କ୍ଷମା ମାଗିଲା କିଟ୍, ଆନ୍ଦୋଳନ ବେଳେ ଦୁର୍ବ୍ୟବହାର ପାଇଁ ୩ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର: କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାରକୁ ନେଇ କ୍ଷମା ମାଗିଛନ୍ତି କିଟ୍ କୁଳପତି ପ୍ରଫେସର ଶରଣଜିତ୍ ସିଂ । ଘଟଣାରେ ଦୁଇ ଜଣ ହଷ୍ଟେଲ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କିଟ୍ କର୍ତ୍ତୃପକ୍ଷ…

ରାଜ୍ୟ କଂଗ୍ରେସର ‘ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଙ୍ଗଳବାର ଦିନ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ‘ସଂକଳ୍ପ ପଦଯାତ୍ରା’ ଆରମ୍ଭ କରିଛି। ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା ବେଳେ ତୃଣମୂଳ ସ୍ତରରେ ସଂଗଠନକୁ…

୨ ଦଶନ୍ଧିରେ ଓଡ଼ିଶାରେ ଜଙ୍ଗଲ ଜମି ୪ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି ପାଇଛି

ଭୁବନେଶ୍ୱର: ଗତ ୨୦ ବର୍ଷରେ ଓଡ଼ିଶାର ଜଙ୍ଗଲ ଜମିର ପରିମାଣ ଏବଂ ସେହି ସମୟ ମଧ୍ୟରେ ବିକାଶ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର ସମ୍ପର୍କରେ ଆଜି ବିଧାନସଭାରେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖି ଜଙ୍ଗଲ,…