Sports

ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ (ମହିଳା) ଖେଳରେ ୨-୨ ଗୋଲରେ ଏକ ରୋମାଞ୍ଚକର ଡ୍ର ପରେ, ଭାରତ ନେଦରଲ୍ୟାଣ୍ଡକୁ ସୁଟଆଉଟରେ ୨-୧ ଗୋଲରେ ପରାସ୍ତ କରି ବୋନସ୍ ପଏଣ୍ଟ ହାସଲ କରିଛି।…

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ : ମିନି ବିଶ୍ୱକପ୍‌ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି ଭାରତ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ଭାରତ ଓ…

ଗିଲ୍‌ଙ୍କ ଜବରଦସ୍ତ ଶତକ: ବାଂଲାଦେଶକୁ ପରାସ୍ତ କଲା ଭାରତ

ଦୁବାଇ,୨୦।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍‌ରେ, ଭାରତୀୟ ଦଳ ବାଂଲାଦେଶକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ନାଜମୁଲ ହୋସେନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…

ଚମ୍ପିଆନ୍ସ ଟ୍ରଫି: ଖେଳାଳିଙ୍କ ସହ ଯିବେନାହିଁ ପରିବାର ସଦସ୍ୟ

ନୂଆଦିଲ୍ଲୀ: ୧୫ରେ ଭାରତୀୟ କ୍ରିକେଟ୍‌ ଦଳ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଦୁବାଇ ଯାତ୍ରାକରିବ। ଏହି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ନୂତନ ଯାତ୍ରା ନୀତି ଲାଗୁହେବ। ଏହା ଅନୁସାରେ, ଭାରତୀୟ ଖେଳାଳିଙ୍କ ସହ ତାଙ୍କର କୌଣସି ପରିବାର ସଦସ୍ୟ ଯାଇପାରିବେ ନାହିଁ। ଭାରତ ତା’ର…

୩ୟ ଦିନିକିଆରେ ଭାରତର ଦମ୍‌ଦାର ପ୍ରଦର୍ଶନ: ୧୪୨ରନ୍‌ରେ ହାରିଲା ଇଂଲଣ୍ଡ

ଅହମଦାବାଦ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ…

FIH ପ୍ରୋ ଲିଗ୍: ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ସ୍ପେନର ଉଭୟ ପୁରୁଷ ଓ ମହିଳା ଦଳ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଅତିଥି ଦଳମାନେ ଭୁବନେଶ୍ବର ପହଞ୍ଚୁଛନ୍ତି । ଆଜି (ସୋମବାର) ସ୍ପେନର ଉଭୟ ପୁରୁଷ ଏବଂ ମହିଳା ଦଳ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍…

ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌

ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଟିମ୍‌ । ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ । ୧୨ରେ ଅହମ୍ମଦାବାଦରେ…

ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ…

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍…

ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୩୦୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ…