ଜେଲ୍ ଡିଆଇଜି ସୋମାଶେଖର ଗିରଫ: ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବ୍ୟବହାର କରି ଆଜୀବନ କଏଦୀଙ୍କୁ ମୁକ୍ତ କରିଥିଲେ
ବେଙ୍ଗାଲୁରୁ: ୨୦୧୮ ମସିହାରେ ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରର ମୁଖ୍ୟ ଅଧୀକ୍ଷକ ଥିବା ଜେଲ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ଏମ୍ ସୋମାଶେଖରଙ୍କୁ ରବିବାର ରାତିରେ ଗିରଫ କରାଯାଇଛି। ୨୦୧୮ରେ ଜେଲରୁ ଜଣେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବା…