National & International

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ…

ଅଜିତ ପାୱାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଅଜିତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ବ୍ରହ୍ମପୁତ୍ରରେ ବୁଡ଼ିଲା ଡଙ୍ଗା, ୬ ନିଖୋଜ

ଆସାମ : ଆସାମ ବାରପେଟା ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ ହୋଇଥିବା ଖବର ମିଳିଛି। ୨୨ ଜଣ ଏକ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ବେଳେ ବୁଡ଼ିଯାଇଥିଲା । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ…

ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ

ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁ ଗ୍ରାମର ଅନେକ ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିଛି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ କହିଛି ଯେ ସୂଚନା ପାଇବା ପରେ ସ୍କୁଲ ପରିଚାଳନା, ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସତର୍କ ଅଛନ୍ତି।…

ପରଲୋକରେ ଅଜିତ ପାୱାର; ମହାରାଷ୍ଟ୍ରରେ ୩ ଦିନିଆ ଶୋକ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଚାର୍ଟର୍ଡ ବିମାନ ବାରାମତିରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନରେ…

୧୨ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ବାଲୁଚ୍ ଲିବରେସନ୍ ଆର୍ମି

ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବାଲୁଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ)ର ଯୋଦ୍ଧାମାନେ ୧୨ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ହତ୍ୟା କରିଛନ୍ତି। ଏହି ଏନକାଉଣ୍ଟରରେ ଛଅ ଜଣ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ବିଏଲ୍‌ଏର ଜଣେ ମୁଖପାତ୍ର କହିଛନ୍ତି ଯେ ଏହାର ଯୋଦ୍ଧାମାନେ…

ନିଲାମ ହେବ ଏସିଡ ଆକ୍ରମଣକାରୀଙ୍କ ସମ୍ପତ୍ତି !

ନୂଆଦିଲ୍ଲୀ: ଦେଶରେ ବିଚାରାଧୀନ ସମସ୍ତ ଏସିଡ ଆକ୍ରମଣ ଘଟଣାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ଏସିଡ ଆକ୍ରମଣକାରୀଙ୍କ ସମ୍ପତ୍ତି ନିଲାମ ପାଇଁ ପ୍ରସ୍ତାବ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବିଚାରାଧୀନ ସମସ୍ତ ଏସିଡ୍ ଆକ୍ରମଣ ମାମଲାରେ…

୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କଲା ମାଆ

ପୁଣେ: ମହାରାଷ୍ଟ୍ର ପୁଣେ ବାଘୋଲୀରେ ଜଣେ ମହିଳା ନିଜ ୧୧ ବର୍ଷୀୟ ପୁଅର ବେକ କାଟି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ବାଘୋଲୀର ଏକ କଲୋନୀରେ ଏମିତି ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ ମହିଳା ଜଣକ କୌଣସି ଏକ ଧାରୁଆ…

ଟ୍ରକରେ ପିଟିହେଲା ବାଇକ୍, ୪ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା । ଏକ ଟ୍ରକ ସହିତ ଧକ୍କା ହେବାରୁ ବାଇକରେ ଥିବା ୪ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି । ପୋଲିସ ଟ୍ରକକୁ…

ନୂଆ UGC ନିୟମକୁ ନେଇ ବିବାଦ, ଗାଇଡଲାଇନ ବିରୋଧରେ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ : ପ୍ରବଳ ବର୍ଷା ସତ୍ୱେ ଦିଲ୍ଲୀ ୟୁଜିସି ମୁଖ୍ୟାଳୟରେ ଛାତ୍ର ନେତାଙ୍କ ଧାରଣା । କଡା ପୋଲିସ ବନ୍ଦୋବସ୍ତ ମଧ୍ୟରେ ଛାତ୍ର ନେତା ମାନେ ନୂଆ ୟୁଜିସି ଗାଇଡଲାଇନ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ବହୁ ସଂଖ୍ୟାରେ ଆନ୍ଦୋଳନକାରୀ…