ଦିଲ୍ଲୀ ଏନ୍ସିଆରରେ ଘନ କୁହୁଡ଼ି : ବାତିଲ ହେଲା ଶତାଧିକ ବିମାନ
ନୂଆଦିଲ୍ଲୀ: ଦିଲ୍ଲୀର ଏନ୍ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି…
