National & International

DGCAର ନୂଆ ନିୟମ, ଟିକେଟ୍ କ୍ୟାନସଲ୍ କଲେ ମିଳିବ ପୂରା ରିଫଣ୍ଡ

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍ କ୍ୟାନ୍ସଲ୍ କଲେ ମିଳିବ ପୂରା ଟଙ୍କା । DGCA ଜାରି କଲା ନୂଆ ନିୟମ । ୪୮ ଘଣ୍ଟା ମଧ୍ୟରେ ଫ୍ରି କ୍ୟାନ୍ସଲ୍ । ୭ ଦିନରେ…

ସୁନେତ୍ରା ପାୱର ହେଲେ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଅଜିତ ପାୱରଙ୍କ ପତ୍ନୀ ସୁନେତ୍ର ପାୱରଙ୍କୁ ଏନସିପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିଷ୍ପତ୍ତି ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।…

ମାଲିକ ଘରେ ନକଲି ଇଡି ଚଢାଉ କଲା ଚାକରାଣୀ

ନୂଆଦିଲ୍ଲୀ : ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ଅଞ୍ଚଳରେ ଏକ ଅଜବ ଘଟଣା । ଜଣେ ଚାକରାଣୀ ତାଙ୍କ ମାଲିକଙ୍କ ଘରେ ଏକ ନକଲି ED ଚଢାଉ କରିଛି । ଦିଲ୍ଲୀ ପୋଲିସ ଚାକରାଣୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି…

ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା…

NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ! । “ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଲେ ସୁପ୍ରିମକୋର୍ଟ । ଏହାସହ ଶିକ୍ଷା ବିଭାଗ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି…

ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ…

ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ବିହାର: ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି । ଅଭିଯୁକ୍ତ ପ୍ରେମିକ ଫେରାର। ବିହାର ବକସର ସହରରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ଏକ ବିବାହ ଉତ୍ସବ ଆୟୋଜିତ ହେଉଥିବାବେଳେ ଜଣେ ବ୍ୟକ୍ତି ହଠାତ ମଣ୍ଡପ ଉପରକୁ ଆସି କନ୍ୟାକୁ ଗୁଳି…

ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି । ଇସ୍ରାଏଲକୁ ଦେଲେ ବନ୍ଧୁତାର ବର୍ତ୍ତା । କହିଲେ ଭାରତ-ଇସ୍ରାଏଲର ଐତିହାସିକ ସଂପର୍କ କଥା । ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗସ୍ତର ପ୍ରଥମ…

ଫଳରେ ବୋଳୁଥିଲେ ମୂଷା ମରା ଔଷଧ, ୨ ବ୍ୟବସାୟୀ ଗିରଫ

ମହାରାଷ୍ଟ୍ର: ମୁମ୍ବାଇର ଉତ୍ତର ଉପକଣ୍ଠ ମଲାଡରେ ଅଭାବନୀୟ ଘଟଣା ଘଟିଛି। କିଛି ଫଳ ବିକ୍ରେତା ବଜାରରେ ମୂଷା ମରା ବିଷ ଲଗାଇ ଫଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୋଗ ପାଇବା ପରେ, ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍…