National & International

ସିରିୟା ISIS ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ : ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକା ଆଇଏସର ଅନେକ ଠିକଣା ଉପରେ ମିସାଇଲ ମାଡ଼ କରିଛି । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର…

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ ରୁଷ କିମ୍ବା ଚୀନ୍ : ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନଜରରେ ଏବେ ‘ଗ୍ରୀନଲ୍ୟାଣ୍ଡ’: ବିଶ୍ୱ ରାଜନୀତିରେ ହଟଚମଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ…

୨୦୨୫ରେ ବାଂଲାଦେଶ ସୀମାରେ ୧୧୦୦ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ୟୁତ ହୋଇ ଦେଶ ଛାଡିବା ପରେ ଭାରତର ପୂର୍ବସୀମା ସଂଲଗ୍ନ ବାଂଲାଦେଶରେ ପ୍ରାୟ ଦେଢ ବର୍ଷ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ପରିଚାଳିତ ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା…

ରାମ ମନ୍ଦିର ପରିସରରେ ନମାଜ ପାଠ କରି ଯୁବକ ଅଟକ

ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପ୍ରକାଶ ପାଇଛି। ଦକ୍ଷିଣ ପ୍ରାଚୀର ଅଞ୍ଚଳରେ ନମାଜ ପାଠ କରୁଥିବା ସମୟରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ନମାଜ ପାଠ କରିବାରୁ ବାରଣ କରାଯିବା ପରେ ଯୁବକ…

ବସ୍-କାର୍ ଧକ୍କା, ୪ ମୃତ ଓ ଜଣେ ଆହତ

ପଞ୍ଜାବ : ପଞ୍ଜାବର ହୋଶିୟାରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଆଜି ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍…

ଅପରେସନ ସିନ୍ଦୂର ପରେ ପାକିସ୍ତାନ ବଦଳାଇଲା ସମ୍ବିଧାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ…

ତୀବ୍ର ପ୍ରତିବାଦ ଯୋଗୁଁ ଇରାନରେ ଇଣ୍ଟରନେଟ୍ ସେବା ଠପ୍, ବିମାନ ବାତିଲ

ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ…

ଖାଇକୁ ଖସିଲା ବସ୍ : ୧୩ ମୃତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ବସ୍ ଦୁର୍ଘଟଣା ଘଟି ୧୩ଜଣଙ୍କ ମୃତ୍ୟୁ । ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ସିରମୋର ଜିଲ୍ଲା ହରିପୁରଧାରରେ ଖାଇକୁ ଖସିଲା ବସ୍ । ସିମଲା ରୁ କୁପଭି ୟିବ ସମୟରେ…

କଲକାତା ହାଇକୋର୍ଟରେ ହଙ୍ଗାମା: ଘୁଞ୍ଚିଲା ଇଡି ଶୁଣାଣି

କଲକାତା: ଆଇ-ପାକ୍‌ କାର୍ଯ୍ୟାଳୟରେ ଇଡି ଚଢାଉ ନେଇ ଶୁଣାଣି ବେଳେ କଲକାତା ହାଇକୋର୍ଟରେ ପ୍ରବଳ ହଙ୍ଗାମା ହୋଇଛି । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ ।…