ଭାରତୀୟ ଫାର୍ମା କମ୍ପାନୀ ଉପରେ ରୁଷର ଡ୍ରୋନ୍ ଆଟାକ୍, ଜଣେ ମୃତ
ୟୁକ୍ରେନ୍: ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ…
ୟୁକ୍ରେନ୍: ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ…
ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ରବିବାର ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ସୂଚନା ଅନୁଯାୟୀ, ସକାଳ ୫ଟା ୭ ମିନିଟରେ ଭୂମିକମ୍ପର ଝଟକା…
ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ପାଇଲଟ୍ ସ୍ମିତ ମାଚ୍ଛରଙ୍କୁ ନେତନ୍ୟାହୁଙ୍କ ନିମନ୍ତ୍ରଣ । ବିମାନ ଉଡ଼ାଣ ବେଳେ ଅସାଧାରଣ ସାହସ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍…
ନୂଆଦିଲ୍ଲୀ: ସୀମାପାର୍ ବେଆଇନ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର ‘ନିରନ୍ତର ସହାୟତା’କୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇଛି । ଭାରତ ଶନିବାର ଦିନ ପାକିସ୍ତାନ ହାଇକମିଶନର ‘ଚାର୍ଜ ଡି’ଆଫେୟାର୍ସ’ (Charge d’Affaires) ସାଦ ୱାରାଇଚ୍ଙ୍କୁ ସମନ କରିଛି । ଇସଲାମାବାଦସ୍ଥିତ ଭାରତୀୟ…
ନୂଆଦିଲ୍ଲୀ: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଖୋଲୁଛି ଦୁର୍ନୀତିର ନୂଆ ନୂଆ ଫର୍ଦ୍ଦା ଏସଆଇଆରରେ ଦୁର୍ନୀତି ଅଭିଯୋଗରେ ଏବେ ସବୁ ବିରୋଧୀଙ୍କ ଟାର୍ଗେଟରେ ଥିବା ବେଳେ କେରଳମ୍ ସରକାରଙ୍କ ନୂଆ ଅଭିଯୋଗ ଏବେ ଚର୍ଚ୍ଚାରେ । ୨୦୦୬ରେ କେରଳମ୍ରେ ଏକ ଆତ୍ମହତ୍ୟା…
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ ବେଳେ ମହିଳା ସାମ୍ବାଦିକାଙ୍କ ସହ ପୋଲିସର ଅସଦାଚରଣ ଅଭିଯୋଗକୁ ନେଇ ବଢ଼ିଛି ବିବାଦ। ଜଣେ ବରିଷ୍ଠ ଦିଲ୍ଲୀ ପୋଲିସ ଅଧିକାରୀ ତାଙ୍କୁ ଅଶୋଭନୀୟ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ…
ଅମୃତସର: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁସୂଦନ ଓର୍ଫ ମ୍ୟାଡ ସନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳି ଆସୁଥିଲା। ଏକାଧିକ ଗୁଳି ବାଜିବା…
ହାଇଦରାବାଦ : ଭାରତର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଗ୍ରହ ଉତକ୍ଷେପଣ ହୋଇଛି। ହାଇଦରାବାଦ କମ୍ପାନୀ ‘ଟେକମିଟୁସ୍ପେସ’ ଦ୍ବାରା ନିର୍ମିତ ଏହି ଉପଗ୍ରହକୁ ସ୍ପେସଏକ୍ସର ଟ୍ରନ୍ସପୋର୍ଟର-୧୮ ଅଭିଯାନରେ ଗୁରୁବାର ରାତି ୧୧ଟା୪୮ରେ ମହାକାଶକୁ ପଠାଯାଇଛି। ଏହି ଉପଗ୍ରହର ନାମ ଏମଓଆଇ-୧ଏ ରଖାଯାଇଛି।…
ଗୁଜୁରାଟ: ଗୁଜରାଟର ବଡୋଦରାରେ ଏକ ହୃଦୟବିଦାରକ ଦୁର୍ଘଟଣା CCTV କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା କରଜନ ନିକଟସ୍ଥ ନ୍ୟାସନାଲ ହାଇୱେ-୪୮ରେ ଘଟିଛି । CNG ଷ୍ଟେସନରେ କାର୍ରେ CNG ଭର୍ତ୍ତି କରାଯାଉଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ଘଟିଥିଲା…
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ…