National & International

ଦରଦାମ ନିୟନ୍ତ୍ରଣ କରିବାକୁ ମଲ୍‌ଟିପ୍ଲେକ୍ସ ମାଲିକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ସିନେମା ଦେଖିବା ପାଇଁ ପରିବାର ସହିତ ମଲ୍‌ଟିପ୍ଲେକ୍ସକୁ ଯାଉଥିବା ଲୋକଙ୍କ ଉପରେ ହେଉଥିବା ଶୋଷଣକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଓ ବିଚାରପତି…

ତୁର୍କୀରେ ପରଫ୍ୟୁମ ଡିପୋରେ ନିଆଁ ଲାଗି ୬ ମୃତ

ଇସ୍ତାନବୁଲ : ଉତ୍ତର-ପଶ୍ଚିମ ତୁର୍କୀରେ ଏକ ପରଫ୍ୟୁମ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏଥିପାଇଁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ଅଗ୍ନିଶମ ଟିମର…

ଡିସେମ୍ବର ୧ରୁ ୧୯ ତାରିଖ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି…

ସେନା ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ରିପୋର୍ଟ ଅନୁଯାୟୀ, କୁପୱାଡ଼ାର କେରନ…

ଦିଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ ଘର

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା (DFS) ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । DFS କହିଛି ଯେ…

ରୁଷ ମିଲିଟାରୀରେ ନିଯୁକ୍ତ ୪୪ ଭାରତୀୟ, ତୁରନ୍ତ ମୁକ୍ତ କରିବାକୁ ଭାରତର ଦାବି

ନୂଆଦିଲ୍ଲୀ: ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ଏହା କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ…

ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା, ସୁଇସାଇଡ ନୋଟରେ ଲେଖିଲେ ମୃତ୍ୟୁର କାରଣ

ନୂଆଦିଲ୍ଲୀ : ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା । ମହିଳା ଜଣକ ୨୦୨୨ରେ…

ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ବିମାନ ଉଡ଼ାଣ ବନ୍ଦ

କାଠମାଣ୍ଡୁ: ଦିଲ୍ଲୀ ଏୟାରପୋର୍ଟ ପରି ବୈଷୟିକ ସମସ୍ୟା କାଠମାଣ୍ଡୁ ଏୟାରପୋର୍ଟରେ ବି ଦେଖାଦେଇଛି । ଏହା ଫଳରେ ସେଠାରେ ମଧ୍ୟ ଦିଲ୍ଲୀ ପରି ଅଚଳାବସ୍ଥା ଦେଖାଦେଇଛି ଓ ବିମାନ ଉଡ଼ାଣ ବନ୍ଦ ରହିଛି । ଅଧିକାରୀଙ୍କ ଅନୁଯାୟୀ, ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ…

ଭୁବନେଶ୍ୱରରେ ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ…

ଏଲନ ମସ୍କଙ୍କ ଦରମା, ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ

ଶୀର୍ଷକଟି ଟିକେ ଅଡୁଆ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ବିଶ୍ଵର ସୁବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା କେତେ ତାହା…