National & International

ବିହାର ନିର୍ବାଚନ: ମତଦାନ ବେଳେ ୧୦ ଜିଲାରେ ଇଭିଏମ୍‌ ମେସିନରେ ତ୍ରୁଟି

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ୧୦ଟି ଜିଲାରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ୧୨୧ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ…

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ୍ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା। ଗୁରୁବାର…

ନୌସେନାରେ ସାମିଲ ହେଲା ଆଇଏନଏସ ଇକ୍ଷକ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଏହାର ନୌସେନାରେ ଆଉ ଏକ ସ୍ୱଦେଶୀ ଶକ୍ତି ଯୋଡିବାକୁ ହୋଇଛି। ଗୁରୁବାର ଦିନ, ନୌସେନାର ତୃତୀୟ ସର୍ଭେ ଜାହାଜ (SVL) ଶ୍ରେଣୀର ଜାହାଜ, INS ଇକ୍ଷକକୁ କୋଚିର ଦକ୍ଷିଣ ନୌସେନା କମାଣ୍ଡରେ ଆନୁଷ୍ଠାନିକ ଭାବରେ ନିୟୋଜିତ…

ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରକୁ ପଥରମାଡ଼

ପାଟନା: ବିଧାନସଭା ନିର୍ବାଚନରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିହାର ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ କନଭେ ଉପକୁ ପଥମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ତଥା ଲଖିସରାଇ…

ବିଶ୍ବ ବିଜେତା ମହିଳା ଟିମକୁ ଟାଟାର ଉପହାର: ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହା ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ୍ ଦିନିକିଆ ବିଶ୍ବକପ ନିଜ ନାମରେ କରିଛି…

ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗି ନେଲା ୨୪୧ ଜୀବନ, ଏମରଜେନ୍ସୀ ଘୋଷଣା କଲେ ରାଷ୍ଟ୍ରପତି

ଫିଲିପାଇନ୍ସ : ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗିର ତାଣ୍ଡବ । ଏହି ଭୀଷଣ ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପିନ୍ସର ରାଷ୍ଟ୍ରପତି ଦେଶରେ…

ବିଶ୍ୱବିଜେତା ମହିଳା କ୍ରିକେଟ ଟିମକୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ…

ଫିଲିପାଇନ୍ସରେ ବାତ୍ୟା ‘କଲମାଏଗି’ର ତାଣ୍ଡବ, ୯୦ ମୃତ

ଫିଲିପାଇନ୍ସରେ ଭୟଙ୍କର ତୋଫାନ୍ । ବାତ୍ୟା ‘କଲମାଏଗି’ ରଚିଛି ତାଣ୍ଡବ । ଫଳରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । କେବଳ ସୋବୁ ଅଞ୍ଚଳରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।…

ଆମେରିକାରରେ UPS ମାଲବାହୀ ବିମାନ କ୍ରାସ, ୩ ମୃତ ୧୦ରୁ ଅଧିକ ଆହତ

ଆମେରିକା ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର…

ଭାରତ ସହ ବାଣିଜ୍ୟିକ ଆଲୋଚନା କଲେ ଟ୍ରମ୍ପଙ୍କ ଟିମ୍‌

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଟାରିଫ୍‌ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…