National & International

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର…

ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା…

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ…

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି…

ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍

ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬…

୪୦% ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ

ନୂଆଦିଲ୍ଲୀ : ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରି, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ…

ଶେଖ ହସିନାଙ୍କ ପରି ହେବ ଅବସ୍ଥା, ବାଂଲାଦେଶ ଛାଡ଼ି ପଳାଇବ; ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଲେ ହାଦିଙ୍କ ଭାଇ

ନୂଆଦିଲ୍ଲୀ: ବାଂଲାଦେଶରେ ଗତ ବର୍ଷ ଜୁଲାଇ ବିଦ୍ରୋହର ନେତା ଶରିଫ ଉସମାନ ହାଦିର ହତ୍ୟା ପରେ ସ୍ଥିତି ଖରାପ ହୋଇଛି । ଦେଶରେ ପୁଣି ଥରେ ହିଂସା ଆରମ୍ଭ ହୋଇଛି । ଏବେ ହାଦିର ଭାଇ ମହମ୍ମଦ ୟୁନୁସର ନେତୃତ୍ୱାଧୀନ ଅନ୍ତରୀଣ…

ଟ୍ରେନ ଇଂଜିନରେ ଧକ୍କା ହେଲା ଟ୍ରାକ୍ଟର, ଟଳିଲା ବଡ଼ ଦୁର୍ଘଟଣା

ବିହାର : ବିହାର ଭୋଜପୁର ଜିଲ୍ଲାରେ ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା । ଆରାରୁ ସସାରାମ ଯାଉଥିବା ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ଟ୍ରାକରେ ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ,…

ଲଣ୍ଡନ-ହାଇଦ୍ରାବାଦ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ: ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି । ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ…

ବାଂଲାଦେଶ ହିଂସା : ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ପ୍ରତିବାଦ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଘଟଣାରେ ଦିଲ୍ଲୀରେ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା କାରଣରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବାଂଲାଦେଶରେ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର…