National & International

ଅଡୁଆରେ କାର୍ତ୍ତି ଚିଦାମ୍ବରମ: ଦିଲ୍ଲୀ କୋର୍ଟରେ ଚାର୍ଜ ଫ୍ରେମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଚୀନ୍‌ ଭିସା ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଫଇସଲା କରିଛନ୍ତି। ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି ମାମଲାରେ ସାଂସଦ ଚିଦାମ୍ବରମ୍‌ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରର…

ଇଣ୍ଡୋନେସିଆରେ ସଡ଼କ ଦୁର୍ଘଟଣା, ୧୬ ମୃତ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାବା ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତକାଲି ସକାଳେ ସେମାରାଙ୍ଗ ସହରରେ ଏକ ଦ୍ରୁତଗାମୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୬ ଜଣ…

ଭାରତୀୟଙ୍କ ପାଇଁ ବାଂଲାଦେଶୀ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ । ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି । ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ…

ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ପୂର୍ବତନ ଆଇଜି

ପଞ୍ଜାବ: ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।…

ବାଂଲାଦେଶରେ ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି

ବାଂଲାଦେଶ: ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍‌ଦାର।…

ଲାଞ୍ଚ ନେଇ ବନ୍ଧା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌େ​‌ଡପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ…

KLM ଫ୍ଲାଇଟକୁ ବୋମା ଧମକ

ହାଇଦ୍ରାବାଦ : ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ…

ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ ହୋଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ…

ବାଂଲାଦେଶରେ ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ: ଶେଖ୍ ହସିନା

ବାଂଲାଦେଶ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ…

ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ, ସୀମା ଆରପାରିରେ ସକ୍ରିୟ ଆତଙ୍କୀ କ୍ୟାମ୍ପ

ନୂଆଦିଲ୍ଲୀ: ବିଏସଏଫର ବଡ଼ ସୂଚନା । ସୀମା ଆରପାରିରେ ପୁଣି ସକ୍ରିୟ ଆତଙ୍କବାଦୀ କ୍ୟାମ୍ପ । ପାକିସ୍ତାନ ସୀମାରେ ଜୈସ-ଇ-ମହମ୍ମଦର ୯ଟି ନୂଆ ଆଡ୍ଡା ଥିବା ସୂଚନା ମିଳିଛି । ଅପରେସନ୍ ସିନ୍ଦୂର ପରେ ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ ।…