National & International

ମେକ୍ସିକୋ ସୁପରମାର୍କେଟରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ…

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ…

ସହଜ ହେଲା ଆଧାର ଅପଡେଟ କରିବା, ଅନଲାଇନରେ ବଦଳାଇ ପାରିବେ ନାମ ଓ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଏଣିକି ଆଧାରର ଏସବୁ ଅପଡେଟ କରିବାକୁ ଯିବାକୁ ପଡିବ ନାହିଁ ଜନସେବା କେନ୍ଦ୍ର | ଘରେ ବସି ଆରାମରେ ଆପଣ ଆଧାର ଅପଡେଟ କରିପାରିବେ | ବାସ୍ତବରେ UIDAI (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ନଭେମ୍ବର ୧ ତାରିଖରୁ…

ବିହାର ନିର୍ବାଚନ: ରାଲିରେ ଯୋଗଦେଇ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କଲେ ମୋଦୀ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନଥିଲେ।…

ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ…

ଧର୍ମେନ୍ଦ୍ର ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

ରାଷ୍ଟ୍ରପତି ନିର୍ବାଚନକୁ ବିରୋଧ: ତାଞ୍ଜାନିଆରେ ହିଂସା, ୭୦୦ ମୃତ

ଡୋଡୋମା: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଦଳାଚକଟାରେ ଆହତ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ…

ପ୍ରଥମ ପରୀକ୍ଷଣ ସଫଳ, ଜେୱର ବିମାନବନ୍ଦରରେ ଘରୋଇ ଉଡ଼ାଣ ପାଇଁ ରାସ୍ତା ସଫା

ନୋଏଡା: ଉତ୍ତର ପ୍ରଦେଶ ଜେୱରରେ ନିର୍ମିତ ବିମାନବନ୍ଦରରେ ପ୍ରଥମ କାଲିବ୍ରେସନ ବିମାନ ସଫଳତାପୂର୍ବକ ଅବତରଣ କରିଛି। ବନ୍ଦରର ସମସ୍ତ ପ୍ରଯୁକ୍ତିବିଦ୍ୟା ସୁବିଧା, ରନୱେ ଓ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ ମାନକ ଅନୁସାରେ ଯୋଗ୍ୟ କି ନାହିଁ ତାହା ପରୀକ୍ଷା ପାଇଁ ଏହି…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା: ୧୨ମୃତ, ମୃତକଙ୍କ ମଧ୍ୟରେ ଓଡ଼ିଆ ଯୁବତୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ଏହି ଘଟଣା…