ଜଷ୍ଟିସ ସଙ୍ଗମ ସାହୁଙ୍କୁ ପଦୋନ୍ନତି ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିଅମ
ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିଅମ। ଗୁରୁବାର ଅନୁଷ୍ଠିତ କଲେଜିଅମ ବୈଠକରେ ଏହି ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ…