H-1B ଏବଂ H-4 ଭିସା ପାଇଁ ବାଧ୍ୟତାମୂଳକ ହେଲା ସୋସିଆଲ ମିଡିଆ ପ୍ରୋଫାଇଲ ଯାଞ୍ଚ
ଆମେରିକା : ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ H-1B ଏବଂ H-4 ଭିସା ଆବେଦନକାରୀଙ୍କ ପାଇଁ ସୋସିଆଲ ମିଡିଆ ପ୍ରୋଫାଇଲ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରିଦେଇଛି । ଏହି ନୂଆ ନିୟମ ଆଜିଠାରୁ ଲାଗୁ ହୋଇଛି । ଏହି ନିୟମ ପୂର୍ବରୁ କେବଳ…