National & International

ପଞ୍ଚମ ଶ୍ରେଣୀ ଛାତ୍ରକୁ ପାଇପରେ ପିଟିଲେ ଅଧ୍ୟକ୍ଷ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୋଇ କଲେଜର ଅଧ୍ୟକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ମା’ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ହୋୟସଲାନଗରରେ ରହୁଥିବା ଦିବ୍ୟା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି ଯେ…

ସାନାଏ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ…

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ, ୧୦ ଗୁରୁତର

ମୁମ୍ବାଇ : ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା…

୫ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ତାଲିବାନୀ

ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ…

ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ ଦିଲ୍ଲୀ

ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ । ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି । ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ…

ମୋନାଲିସା ଚିତ୍ର ଥିବା ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି

ପ୍ୟାରିସ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ…

ବ୍ରହ୍ମୋସକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ଭାବେ କରାଯାଉଛି ବିବେଚନା, ରେଞ୍ଜରେ ରହିଛି ପୁରା ପାକିସ୍ତାନ

ନୂଆଦିଲ୍ଲୀ: ବ୍ରହ୍ମୋସ ରେଞ୍ଜରେ ରହିଛି ପୁରା ପାକିସ୍ତାନ । ଲକ୍ଷ୍ନୌରୁ ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୁର ବେଳେ ଯାହା ହୋଇଥିଲା ତାହା କେବଳ ଟ୍ରେଲର ଥିଲା । ଯଦି ପାକିସ୍ତାନ ପୁଣି…

ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସରେ୧୭ ଯାତ୍ରୀ ମୃତ

ବ୍ରାଜିଲ: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ…

ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ

ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ…

ଦୀପାବଳି ପାଇଁ ସମସ୍ୟାରେ ଫସିଛନ୍ତି ଇଟାଲୀରୁ ଦିଲ୍ଲୀ ଫେରୁଥିବା ଯାତ୍ରୀ, ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିମାନ ଯାତ୍ରୀଙ୍କୁ ବଡ଼ ଝଟକା । ଫଳରେ ସମସ୍ୟାରେ ଫସିଛନ୍ତି ଅନେକ ଯାତ୍ରୀ । ଇଟାଲୀ ମିଲାନରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ବାତିଲ କରାଯାଇଛି । ଦୀପାବଳି ଯୋଗୁଁ ଅନେକ ଯାତ୍ରୀ ହଇରାଣ…