National & International

ରାଜଘାଟରେ ବାପୁ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମବାର୍ଷିକୀ। ଏହି ଉପଲକ୍ଷେ ଶୁକ୍ରବାର ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ନିଲମ୍ବିତ

ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ…

ଗୁଜରାଟରେ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ମଞ୍ଜୁରୀ

ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି ଭାରତର ଦ୍ୱିତୀୟ ରାଜ୍ୟ, ଯିଏକି ୟୁନିଫର୍ମ ସିଭିଲ୍‌ କୋଡ୍‌ (UCC) ବା ଏକକ ନାଗରିକ ସଂହିତା ବିଲ୍‌କୁ ମଞ୍ଜୁରୀ ଦେଇଛି। ୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ,…

କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ଫୋନରେ କଥା ହୋଇ ସୁସ୍ଥତା କାମନା କଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଇଦୁବାଇ ପାଇଲଟ କ୍ୟାପଟେନ ସ୍ମିତ ମାଚ୍ଛରଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । କ୍ୟାପଟେନ୍ ସ୍ମିତ ନିଜର ଅନୁଭବ ଏବଂ ଘଟଣା ସମୟରେ କିଭଳି ସାହସ ପାଇଥିଲେ, ସେ ବିଷୟରେ କଥା ହୋଇଥିଲେ…

ଫ୍ଲାଇଦୁବାଇ ପାଇଲଟ ସ୍ମିତ ମଚ୍ଛାରଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ

ଗୁଜରାଟ : ଫ୍ଲାଇଦୁବାଇ ବିମାନରେ ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ରକ୍ଷା କରିଥିବା ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର । ତାଙ୍କର ଅସାଧାରଣ ସାହସ ଓ ମାନବିକ କାର୍ଯ୍ୟ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୯ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପାକିସ୍ତାନର ଘାତକ ଏୟାରଷ୍ଟ୍ରାଇକ । ୯ ନାଗରିକଙ୍କ ମୃତ୍ୟୁ ଦାବି କଲା କାବୁଲ । ୨୨ ଆତଙ୍କବାଦୀ ନିହତ ହୋଇଥିବା କହିଲା ଇସଲାମାବାଦ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ବଢ଼ିଛି ଉତ୍ତେଜନା। ଆଫଗାନିସ୍ତାନ ଭିତରେ ପାକିସ୍ତାନ…

ଭାରତୀୟ ପାଇଲଟ ସ୍ମିତ୍ ଙ୍କ ସାହସକୁ ସଲାମ କଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମାଚ୍ଛରଙ୍କ ସାହସକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆରେ Xରେ ପୋଷ୍ଟ କରି ସ୍ମିତ୍ ଙ୍କୁ ହିରୋ ବୋଲି କହିବା ସହ ତାଙ୍କ ପାଇଁ ଭାରତ ଗର୍ବିତ ବୋଲି ଉଲ୍ଲେଖ…

ଦେଶରୁ ମୌସୁମୀ ପ୍ରତ୍ୟାହାର ଜାରି: ଗରମରେ ସିଝିବ ଅକ୍ଟୋବର ! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…

ନୂଆଦିଲ୍ଲୀ: ୨୦୨୬ ମସିହାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି। ତଥାପି, ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ…

ଆଫଗାନିସ୍ତାନରେ ଭୂକମ୍ପ, ୫.୩ ତୀବ୍ରତାରେ ଦୋହଲିଲା ହିନ୍ଦୁକୁଶ ଅଞ୍ଚଳ

ନୂଆଦିଲ୍ଲୀ : ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ସ୍ଥଳଭାଗରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୩ ରହିଥିବା ଜଣାପଡିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ ।…

ପାର୍ବଣ ପୂର୍ବରୁ ଝଟକା, ପୁଣି ବଢ଼ିଲା କମର୍ସିଆଲ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ଝଟକା। ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ଅଭାବ ମଧ୍ୟରେ ନୂତନ ମାସ ଆସିବା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଅକ୍ଟୋବର…