ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଭାରତର ଏକତାକୁ ମଜବୁତ କରିଛି

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୁସିବ୍ୟକ୍ତ କରିବା ସହ ଜମ୍ମୁ କଶ୍ମୀର ଏବଂ ଲଦାଖରେ ଥିବା ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆଶା, ପ୍ରଗତି…

ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟ ଦିଅ: ସୁପ୍ରିମକୋର୍ଟ

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ମଧ୍ୟ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ

ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ ମୁଖ୍ୟ…

ଛତିଶଗଡ଼ରେ ରହିବେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବାଚସ୍ପତି

ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ…

ହସ୍ପିଟାଲରେ ଥିବା କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍‌ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ଥ ଆଜି ସେଠାରେ ପହଞ୍ଚିଥିଲେ।…

ଆତତାୟୀମାନେ ଦଣ୍ଡାଦେଶ ପାଇବା ପରେ ହେଲା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟେଲିଭିଜନ୍‌ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ହତ୍ୟାକାରୀମାନେ ଆଜୀବନ କାରାଦଣ୍ଡାଦେଶ ପାଇବାର ଦିନ କେଇଟା ପରେ ତାଙ୍କ ବାପା ଏମ୍‌. କେ. ବିଶ୍ବନାଥନ୍‌ଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଛି। ନଭେମ୍ବର ୨୫ ତାରିଖ ଦିନ ସୌମ୍ୟାଙ୍କୁ ହତ୍ୟା କରିଥିବା ଆତତାୟୀମାନେ ଅଦାଲତରେ…

ଟଙ୍କା ଦିଅ ନଚେତ ଅଫିସ ଖାଲି କରିବାକୁ ପଡିବ: କେନ୍ଦ୍ରକୁ ଟାର୍ଗେଟ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ନେତୃତ୍ୱାଧୀନ ମୋଦୀ ସରକାର ଉପରେ ତୀବ୍ର ଆକ୍ରମଣ କରି ଦାବି କରିଛନ୍ତି ଯେ ରାଜ୍ୟ ପାଇବାକୁ ଥିବା ଟଙ୍କା କେନ୍ଦ୍ର ଦେଉନାହିଁ। ମମତା ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗ କେନ୍ଦ୍ରଠାରୁ ୧.୧୫…

ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା

ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା…

୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।…

ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା-ମା’

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା। କେରଳ ଦମ୍ପତି ନିଜ ଝିଅ ସହ କର୍ଣ୍ଣାଟକାରେ ଜୀବନ ହାରିଛନ୍ତି। କୋଡାଗୁ ଜିଲ୍ଲା କାଗୋଡଲୁ ଗାଁର ରିସୋର୍ଟରେ ଦମ୍ପତି ପ୍ରଥମେ ନିଜର ୧୧ ବର୍ଷୀୟ ଝିଅକୁ ହତ୍ୟା କରିଥିଲେ। ଏହାପରେ ସେମାନେ ମଧ୍ୟ ଆତ୍ମହତ୍ୟା…