ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ବିଚାର ପୂର୍ବରୁ ଲୋକଙ୍କୁ ବହୁଦିନ ଜେଲ୍‌ରେ ରଖିପାରିବ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍‌ନଡ୍‌ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି,…

ସଦସ୍ୟତା ଯିବାପରେ ଗର୍ଜିଲେ ମହୁଆ: ସବୁ ନିୟମ ଭାଙ୍ଗିଛି ସଦାଚାର କମିଟି

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏବଂ ସଂସଦକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଲୋକସଭା ସଦାଚାର କମିଟିର ରିପୋର୍ଟ ଆଜି…

ଆଜି ସୋନିଆଙ୍କ ଜନ୍ମଦିନ, ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧିଙ୍କର ଆଜି ଜନ୍ମଦିନ। ଆଜି ସେ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ସେଥିପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭକାମନାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭକାମନା…

ମିଳିଲା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ୮ ମାସ ହେବ ହଜି ଯାଇଥିବା ଟମାଟୋ

ନୂଆଦିଲ୍ଲୀ: ମହାକାଶରେ ଘୂରୁଥିବା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ଦୀର୍ଘ ୮ ମାସ ହେବ ହଜିଯାଇଥିବା ଗୋଟାଏ ‘ଟମାଟୋ’ ବା ବିଲାତି ବାଇଗଣ ମିଳିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଡିସେମ୍ବର ୭ ତାରିଖ ବୁଧବାର ଦିନ ଏହି ଘୂର୍ଣ୍ଣିୟମାନ…

ଡିସେମ୍ବର ୧୧ରେ ଭାରତ ଉପରେ ସାଇବର ଆକ୍ରମଣ କରିବୁ : ପାକିସ୍ତାନୀ ହାକର୍ସ ଗ୍ରୁପ୍

ନୂଆଦିଲ୍ଲୀ: ଦେଶରେ ବଡ଼ ଧରଣର ସାଇବର ଆକ୍ରମଣର ଆଶଙ୍କା ଦେଖାଦେଇଛି। ଆମେରିକା, ଇସ୍ରାଏଲ, ଆମେରିକା ଓ ସ୍ୱିଡେନ୍ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବଡ଼ ଧରଣର ସାଇବର…

ବଞ୍ଚିଥିବା ଯାଏଁ AIMIM ନେତା ବାଚସ୍ପତି ଥିଲେ ଶପଥ ନେବିନି: ବିଜେପି ବିଧାୟକ

ହାଇଦ୍ରାବାଦ : ଶପଥ ନେବେନି ତେଲଙ୍ଗାନାର ନବ ନିର୍ବାଚିତ ବିଜେପି ବିଧାୟକ ଟି ରାଜା ସିଂହ। ସେ ଶପଥ ଗ୍ରହଣ କରିବାକୁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ଯଦି AIMIMର ଅକବରଉଦ୍ଦିନ କାମଚଳା ବାଚସ୍ପତି ରୁହନ୍ତି ତେବେ…

CISCE ବୋର୍ଡ ପରୀକ୍ଷା ସୂଚୀ ଘୋଷଣା

ନୂଆଦିଲ୍ଲୀ : ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ। କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକଜାମିନେସନ୍ (CISCE) ଦୁଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। କେତେ ତାରିଖରୁ ଇଣ୍ଡିଆନ…

ସାମ୍ନାକୁ ଆସିଲା ରାମ ମନ୍ଦିରର ଗର୍ଭଗୃହ ଫଟୋ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମନ୍ଦିରର ଉଦଘାଟନ ଆସନ୍ତା ବର୍ଷ ଜାନୁଆରୀ ୨୨ରେ ହେବ। ତେବେ ତା’ପୂର୍ବରୁ ଆସିଛି ରାମମନ୍ଦିରର ଗର୍ଭଗୃହର ଫଟୋ। ସୋଶାଲ ମିଡିଆରେ ରାମମନ୍ଦିରର ଗର୍ଭଗୃହର ଦୁଇଟି ଫଟୋ ଶେଆର କରିଛନ୍ତି ଶ୍ରୀ ରାମ…

ବିଭାଗ ବାଣ୍ଟିଲେ ରେବନ୍ଥ ରେଡ୍ଡୀ, ନିଜ ପାଖରେ ରଖିଲେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ

ହାଇଦ୍ରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ଥ ରେଡ୍ଡୀ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ୧୧ ଜଣ ସଦସ୍ୟଙ୍କୁ ଆଜି ବିଭିନ୍ନ ବିଭାଗ ଆବଣ୍ଟନ କରିଛନ୍ତି। ଡିସେମ୍ବର ୭ରେ ରେବନ୍ଥଙ୍କ ସହ ମୋଟ ୧୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆଜି…

ରାଜଧାନୀରେ ଶୁଟ ଆଉଟ, ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୨ ସଦସ୍ୟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଲିସ୍‌ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ହୋଇଥିବା କିଛି ସମୟର ଶୁଟ ଆଉଟ ପରେ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର…