ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ KCR ଆହତ, ଡାକ୍ତରଖାନାରେ ଭର୍ତ୍ତି
ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେସିଆର। ଏରାବଲି ଫାର୍ମ ହାଉସରେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଡାକ୍ତରୀ ପରୀକ୍ଷା ପରେ ତାଙ୍କର…
