ଆମ ସେନା ଜିତିଥିଲେ ବି ନେହରୁଙ୍କ ଭୁଲରୁ ପିଓକେ ସୃଷ୍ଟି ହେଲା : ଅମିତ ଶାହା

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ଆଲୋଚନା ବେଳେ କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜଓ୍ବାହରଲାଲ ନେହରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେହରୁଙ୍କ ଭୁଲ…

‘ଗୋମୂତ୍ର’ ବୟାନକୁ ନେଇ ବଢ଼ିଲା ବିବାଦ, କ୍ଷମା ମାଗିଲେ ଡିଏମ୍‌କେ ସାଂସଦ

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ରାଜ୍ୟକୁ ଗୋମୂତ୍ର ରାଜ୍ୟ କହି ପରିହାସ କଲେ। ବିବାଦ ବଢ଼ିବା ପରେ ଏବେ କ୍ଷମା ମାଗିଲେ। ବୁଧବାର ସଂସଦରେ ଡିଏମ୍‌କେ ସାଂସଦ ସେନ୍ଥିଲକୁମାର ନିଜ ଦେଇଥିବା ବୟାନକୁ ଫେରାଇ ନେଇଛନ୍ତି। ଏଥିସହ ସମସ୍ତଙ୍କ ସାମ୍ନାରେ ସେ କ୍ଷମା…

ଲସ୍କର୍‌ ଆତଙ୍କବାଦୀ ହଞ୍ଜ୍‌ଲା ଆଦ୍‌ନାନ୍‌ କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଟଳିଲା ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ। ‘ଲସ୍କର୍‌-ଏ-ତୋଇବା'ର ଆତଙ୍କବାଦୀ ଆଦ୍‌ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ…

ମି‌ଜୋରାମ୍‌ର ସର୍ବକନିଷ୍ଠା ବିଧାୟିକା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ

ଆଇଜୋଲ୍‌: ଚଳିତ ମିଜୋରାମ୍‌ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍‌ଷ୍ଟାଗ୍ରାମ୍‌’ ଫଲୋୟର୍ସ ଥିବା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ଟିକେଟ୍‌ରେ ଦକ୍ଷିଣ…

ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣା; ଗୁଳି ମାଡ଼ କରିଥିବା ଦୁଇ ଯୁବକ ଚିହ୍ନଟ

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ…

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌:  ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ ୨୪୦ଜଣ ପଣବନ୍ଦୀଙ୍କ…

ବୋରୱେଲରୁ ଉଦ୍ଧାର ନାବାଳିକା ମେଡିକାଲରେ ଆଖି ବୁଜିଲା

ଦୀର୍ଘ ୯ ଘଣ୍ଟା ବୋରୱେଲ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଥିବା ନାବାଳିକା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ବୋରୱେଲ ଭିତରେ ଫସି ଗୁରୁତର ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ୫ ବର୍ଷୀୟା ନାବାଳିକା ମାହି ଶେଷରେ…

ନିର୍ମଳା ସୀତାରମଣଙ୍କ ସମେତ ‘ଫୋବ୍‌ସ୍‌’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ‘ଫୋବ୍‌ସ୍‌’ ପତ୍ରିକାର ବିଶ୍ବର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ ହୋଇଛନ୍ତି। ଏହି ତାଲିକା‌ର ୩୨ଶ ସ୍ଥାନରେ ଅଛନ୍ତି ନିର୍ମଳା ସୀତାରମଣ, ୬୦ତମ ସ୍ଥାନରେ ଅଛନ୍ତି ‘ଏଚ୍‌ସିଏଲ୍‌ କର୍ପୋରେସନ୍‌’ର ‘ସିଇଓ’…

ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ସ୍ଥଗିତ

ଆସନ୍ତାକାଲି ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା 'ଇଣ୍ଡିଆ' ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକ ବସିବ ନାହିଁ ବୋଲି ସୂଚନା ଆସୁଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବେନି ବୋଲି ମନା କରିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି। ଖବର ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ…

ଖାଇକୁ ଖସିଲା କ୍ୟାବ୍‌, ଆଖିବୁଜିଲେ ୭ ପର୍ଯ୍ୟଟକ

କଶ୍ମୀର ବୁଲିବାକୁ ଆସିଥିଲେ। ହେଲେ ଆଉ ଫେରିଲେନି। ଖାଇକୁ ଖସିପଡିଲା କ୍ୟାବ୍‌। ଆଖି ବୁଜିଲେ ୭ ପର୍ଯ୍ୟଟକ। ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଜୋଜିଲା ଦରେ ଅଞ୍ଚଳରେ…