ନବନିର୍ବାଚିତ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଇବା ମୁଡରେ କଂଗ୍ରେସ

ତେଲେଙ୍ଗାନାରେ କେସିଆରଙ୍କ ଶାସନରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଫେଲ ମାରିବ ବିଜେପିର ସବୁ ରଣନୀତି। ବାଜିମାରିବ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏକଜିଟ୍‌ ପୁଲରେ ଏପରି ଆକଳନ କରାଯିବା ପରେ ସବୁ ଦଳର ହୃଦସ୍ପନ୍ଦନ ବଢ଼ି…

୫ ବର୍ଷରେ ୨୦ ଥର ଭୁଶୁଡିଛି ଉତ୍ତରକାଶୀ ସିଲ୍କିଆରା ସୁଡ଼ଙ୍ଗ

ପୂରା ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ। ସିଲ୍କିଆରା-ବାରକୋଟ ଟନେଲ ପ୍ରଥମ କରି ଭୁଶୁଡି ନଥିଲା, ଏହାପୂର୍ବରୁ ୫ ବର୍ଷରେ ୨୦ ଥର ଭୁଶୁଡି ପଡ଼ିଥିବା କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ପ୍ରୋଜେକ୍ଟ…

ପୁଲୱାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀର ସୀମାରେ ସଫା ହେଲା ଆଉ ଜଣେ ଆତଙ୍କବାଦୀ। ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅଧିକାରୀମାନେ କହିଛନ୍ତି ଯେ,…

୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି…

ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର

ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍‌ ଏହି…

ରେଷ୍ଟୁରାଣ୍ଟ ଖାଦ୍ୟକୁ ମନା କଲେ ସ୍ୱାମୀ, ଜୀବନ ନେଇଗଲେ ପତ୍ନୀ

ରେଷ୍ଟୁରାଣ୍ଟ ଖାଦ୍ୟ ଖାଇବାକୁ ମନ ବଳାଇଥିଲେ ପତ୍ନୀ। ମାତ୍ର କଥାକୁ ଏଡ଼ାଇଗଲେ ସ୍ୱାମୀ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପତ୍ନୀଜଣକ ରକ୍ତମୁଖା ପାଲଟିଗଲେ। ଆଉ ନିଜ ହାତରେ ନିର୍ମମ ଭାବେ ନିଜ ସ୍ୱାମଙ୍କ ହତ୍ୟା କଲେ। ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛି…

ଶରଦ ପାଓ୍ବାରଙ୍କ ଇସ୍ତଫା ଏକ ନାଟକ ଥିଲା : ଅଜିତ

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ତାଙ୍କ ଚାଚା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଶରଦ ପାୱାରଙ୍କ ସଭାପତି ପଦରୁ ଇସ୍ତଫା…

ଭାରତ ଫେରିଥିବା ଅଞ୍ଜୁଙ୍କ ପତ୍ତା ମିଳୁନି

ନିଜ ପିଲାଙ୍କୁ ସାକ୍ଷାତ କରିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସ୍‌ପେନ୍ସ। ନୂଆ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ଆଉ ଅଞ୍ଜୁଙ୍କ ପତ୍ତା ମିଳୁନି। ସେ ନିଜ ପିଲାମାନଙ୍କ ନିକଟକୁ ଯାଇ ନ ଥିବା ବେଳେ ନିଜ…

ହମାସ୍‌ ଚୁକ୍ତି ଉଲ୍ଲଂଘନ କରିଛି କହି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ୍‌

ଗାଜା: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବ‌େଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ…

ବିଚ୍‌ ରାସ୍ତାରୁ ଶିକ୍ଷୟିତ୍ରୀ ଅପହୃତ

ସ୍କୁଲରୁ ଖୁସି ମନରେ ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ। ମାତ୍ର ବାଟରେ ଘଟିଗଲା ଅଘଟଣ। କିଛି ଅଜଣା ବ୍ୟକ୍ତି ହଠାତ୍‌ ଏକ କାର୍‌ରେ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରି ନେଇଗଲେ। ଅପହରଣର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇ ଯାଇଛି। ଏହି…