୮ମ ବେତନ କମିସନ୍‌ ଗଠନ ପାଇଁ ଯୋଜନା ହୋଇନାହିଁ: ଅର୍ଥ ସଚିବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି.…

ରୁଷୀୟ ମହିଳାଙ୍କୁ ପୁଟିନଙ୍କ ବାର୍ତ୍ତା – ୮ରୁ ଅଧିକ ଛୁଆ ଜନ୍ମ କର

‘ଆମକୁ ଆମ ପୂର୍ବ ପୁରୁଷଙ୍କ ପରମ୍ପରାକୁ ଆଗକୁ ବଢ଼ାଇ ନେବାକୁ ପଡ଼ିବ। ପୂର୍ବରୁ ଆମ ଜେଜେମା’ ତଥା ସେମାନଙ୍କ ପୂର୍ବଜ ୭, ୮ ଛୁଆ ଜନ୍ମ କରୁଥିଲେ। ଆମକୁ ବି ଏବେ ସମାନ ନୀତି ଆପଣାଇବାକୁ ପଡ଼ିବ। ଶହ ଶହ ବର୍ଷର…

ଛତିଶଗଡ଼ରେ କ୍ଷମତା ବଜାୟ ରଖିବ କଂଗ୍ରେସ !

ନୂଆଦିଲ୍ଲୀ : ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍‌ ତଥ୍ୟ ଆଜି ସାମ୍ନାକୁ ଆସିଛି। ଏହି…

ରାଜସ୍ଥାନରେ ଫୁଟିବ ପଦ୍ମ : ଏକଜିଟ୍ ପୋଲ ଦେଲା ସଂକେତ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ତେଲେଙ୍ଗାନାରେ ଗୁରୁବାର ଅପରାହ୍ନ ୫ଟାରେ ମତଦାନ ଶେଷ ହୋଇଥିବା ବେଳେ…

ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ମହିଳା ADC

ନୂଆଦିଲ୍ଲୀ : ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି । ସ୍କ୍ୱାର୍ଡନ ଲିଡର…

ଖାଡ଼ଗେ ହେବେ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ!

ନୂଆଦିଲ୍ଲୀ : ଆଜି ୫ ରାଜ୍ୟର ସରୁଛି ବିଧାନସଭା ନିର୍ବାଚନ। ଆସନ୍ତା ୩ ଡିସେମ୍ବରରେ ଆସିବ ଫଳାଫଳ। ଆଉ ୫ ମାସ ପରେ ହେବ ୨୦୨୪ ସାଧାରଣ ନିର୍ବାଚନ। ତେବେ ଏହା ପୂର୍ବରୁ ଏକ ବଡ଼ ସଙ୍କେତ ଦେଇଛନ୍ତି କଂଗ୍ରେସର ବରିଷ୍ଠ…

କେମିକାଲ ପ୍ଲାଣ୍ଟରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ, ୨୪ ଘଣ୍ଟା ପରେ ମିଳିଲା କଙ୍କାଳ

ସୁରଟ : କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁ ହୁ ଜଳିଗଲା କେମିକାଲ ପ୍ଲାଣ୍ଟ। ନିଆଁ ଲାଗିବା ଫଳରେ ୭ଜଣ ଜୀବନ୍ତ ଜଳି ଯାଇଛନ୍ତି। ଘଟଣାର ଦିନକ ପରେ ଏମାନଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଗୁଜରାଟର…

ଲଘୁଚାପ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁହେବ; ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ପୂର୍ବ…

ପୁଅ ‌ଟନେଲ୍‌ରୁ ଉଦ୍ଧାର ହେବା ଆଗରୁ ମାନସିକ ଉଦ୍‌ବିଗ୍ନତାରେ ପ୍ରାଣ ହରାଇଲେ ବାପା

ରାଞ୍ଚି: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଅନ୍ତର୍ଗତ ସିଲ୍‌କ୍ୟାରା ସୁଡ଼ଙ୍ଗ ପଥ ମଧ୍ୟରେ ଫସି ରହିଥିବା ପୁଅକୁ ଉଦ୍ଧାର କରାଯିବା ଆଗରୁ ଝାଡ଼ଖଣ୍ଡରେ ଥିବା ତାଙ୍କ ୭୦ ବର୍ଷିୟ ବାପା ମାନସିକ ଉଦ୍‌ବିଗ୍ନତା ଯୋଗୁଁ ପ୍ରାଣ ହରାଇଥିବା କଥା ତାଙ୍କ ପରିବାର ଲୋକେ…

ଭୋଟ୍‌ ଗ୍ରହଣ ଦିନ ଜନତାଙ୍କୁ ଭୋଟ୍‌ ପାଇଁ ନିବେଦନ କରିଛନ୍ତି କେ. କବିତା: କଂଗ୍ରେସର ଅଭିଯୋଗ

ହାଇଦ୍ରାବାଦ: ଆଜି ମତଦାନ ଦିନରେ ବି ‘ଭାରତ ରକ୍ଷା ସମିତି’ (ବିଆର୍‌ଏସ୍‌) ନେତ୍ରୀ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା ତାଙ୍କ ଦଳକୁ ଭୋଟ୍‌ ଦେବା ଲାଗି ଭୋଟର୍‌ମାନଙ୍କୁ ନିବଦେନ କରିଥିବା କଥା ‘କଂଗ୍ରେସ’ ନିର୍ବାଚନ କମିସନ୍‌ ନିକଟରେ…