ସମଗ୍ର ବିଶ୍ବରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଆଦେଶ ଦେଲେ ନେତାନ୍ୟାହୁ
ତେଲ୍ ଆଭିଭ୍: ସମଗ୍ର ବିଶ୍ବରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ଦେବା…
