ନକଲି ଭିଡ଼ିଓ ପ୍ରସ୍ତୁତିରେ ଏଆଇର ଦୁରୂପଯୋଗ ପରେ ଓପନଏଆଇରେ ଇସ୍ତଫା ଝଡ଼
ନୂଆଦିଲ୍ଲୀ: ‘ଚାଟ୍ଜିପିଟି’ର ‘ସିଇଓ’ ସାମ୍ ଅଲ୍ଟ୍ମ୍ୟାନ୍ଙ୍କୁ ତା’ର ମୂଳ କମ୍ପାନି ‘ଓପେନ୍ଏଆଇ’ ଶୁକ୍ରବାର ଦିନ ବହିଷ୍କାର କରିବା ପରେ ଆଜି ‘ଓପେନ୍ଏଆଇ’ର ସହ-ସଂସ୍ଥାପକ ତଥା ଅଧ୍ୟକ୍ଷ ଗ୍ରେଗ୍ ବ୍ରୋକ୍ମ୍ୟାନ୍ ଇସ୍ତଫା ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ,…
