ବିବାହର ୩୨ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ Raymond ମାଲିକ ଗୌତମ ସିଂହାଣିଆ

ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ଭାରତର ଅରବପତି ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଂହାଣିଆ। ସୋମବାର ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ ଏହି ଦୀପାବଳି ପୂର୍ବଭଳି ନାହିଁ। କହି ରଖୁଛୁ, ୩୨ ବର୍ଷ…

ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କଲେ ସୁନକ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁନକ ନିଜ କ୍ୟାବିନେଟରେ ଅଦଳବଦଳ କରିଛନ୍ତି । ଗୃହମନ୍ତ୍ରୀ ବ୍ରେଭରମ୍ୟାନଙ୍କୁ ନେଇ ଦେଶରେ ଅସନ୍ତୋଷ ଲାଗି ରହିଥିଲା ।…

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୮୦ ଭାରତୀୟ ମତ୍ସ୍ୟଜୀବୀ

ଦୀପାବଳି ଅବସରରେ ମୁହଁରେ ଫୁଟିଲା ହସ। ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି। ମୁକ୍ତ ହେବା ପରେ ସେମାନେ ନିଜ…

ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା: ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା…

ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ

ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର। ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା…

ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ ଟିକଟକ୍

କାଠମାଣ୍ଡୁ : ନେପାଳ ସରକାର ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଉଥିବା ଦର୍ଶାଇ ସୋମବାର ନେପାଳ କ୍ୟାବିନେଟ୍ ବୈଠକରେ ଟିକ୍ଟକ୍ କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ, ବ୍ୟବହାର ହେବ ଚୋରା ଚାଲାଣ ହୋଇଥିବା ପୀଡ଼ିତା ଶବ୍ଦ

ଯୌନ କର୍ମୀ ଶବ୍ଦକୁ ହଟାଇଲେ ସୁପ୍ରିମକୋର୍ଟ । ନିଜ ହ୍ୟାଣ୍ଡବୁକରୁ ଯୌନ କର୍ମୀ ଟର୍ମକୁ ହଟାଇଛନ୍ତି । ଏହାକୁ ସଂଶୋଧନ କରି ନୂଆ ଶବ୍ଦ ଆଣିଛନ୍ତି ସର୍ବୋଚ୍ଚ ଅଦାଲତ । ଏଣିକି ଯୌନ କର୍ମୀ ବଦଳରେ ବ୍ୟବହାର ହେବ ଚୋରା ଚାଲାଣ…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍‌ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସ୍ୱାକ୍ଷରିତ ବ୍ୟାଟ୍‌

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍‌ରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍‌ଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।…

ଦୀପାବଳିରେ ବାଣ ଫୁଟାଇବାରୁ ପୁଣି ବିଷାକ୍ତ ହେଲା ଦିଲ୍ଳୀ ବାୟୁ

ନୂଆଦିଲ୍ଲୀ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି…

ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ପାଇପ୍‌ ଯୋଗେ ଶ୍ରମିକଙ୍କୁ ଦିଆଯାଉଛି ଅକ୍ସିଜେନ ଓ ଖାଦ୍ୟ

ହଠାତ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଚାହୁଁ ଚାହୁଁ ଟନେଲରେ ଫସି ଗଲେ ୪୦ ଶ୍ରମିକ । କେମିତି ବାହାରିବେ କଣ କରିବେ କିଛି ବୁଝି ହେଲାନି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର…