ବିଷାକ୍ତ ମଦ ପିଇ ୧୯ ମୃତ; ନେତାଙ୍କ ପୁଅ ସମେତ ୭ ଗିରଫ
ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ…
ହରିୟାଣାରେ ମୁଣ୍ଡ ନେଉଛି ବିଷାକ୍ତ ମଦ। ଦୁଇ ଦିନ ତଳେ ଛଅ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା। ଯମୁନାନଗର ଏବଂ ଅମ୍ବଲା ଜିଲ୍ଲାର ବିଭିନ୍ନ ଗ୍ରାମର ୧୯ ଜଣ ବିଷାକ୍ତ ମଦ ପିଇ…
ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏନ୍ଡିଟିଭିକୁ ଏକ ସାକ୍ଷାତ୍କାର ଦେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ନିଜେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ। ତାଙ୍କ କହିବା କଥା ହେଲା…
ନୂଆଦିଲ୍ଲୀ: ପତ୍ନୀଙ୍କୁ ଭେଟିଲେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅଦାଲତର ଅନୁମତି ମିଳିବା ପରେ ମନୀଷ ସିସୋଦିଆ ରୋଗଗ୍ରସ୍ତ ଥିବା ପତ୍ନୀଙ୍କୁ ଭେଟିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ…
ଦିଲ୍ଲୀ଼-ଜୟପୁର ରାଜପଥରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଛନ୍ତି। କାର୍କୁ ପିଟିବା ପରେ ଟ୍ୟାଙ୍କରଟି ଏକ ଭ୍ୟାନ୍କୁ ବି…
ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ଦିନ ଜଣେ ଚାରି ବର୍ଷର ନାବାଳିକାଙ୍କୁ ପୋଲିସ୍ ସବ-ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବିଶେଷ ତଥ୍ୟ ଅନୁଯାୟୀ, ଏହି ଘଟଣା ହେଉଛି ଜିଲ୍ଲାର ଲାଲସୋଟ ଅଞ୍ଚଳର।…
ପ୍ରେମିକା ବ୍ରେକ କରିବାରୁ ରାଗ ସମ୍ଭାଳି ପାରିଲେ ନାହିଁ। ଅତ୍ୟନ୍ତ ନିର୍ମମ ଭାବେ ପ୍ରେମିକାଙ୍କୁ ସାଢ଼େ ୩ ଘଣ୍ଟା ପିଟିବା ସହ ଦୁଷ୍କର୍ମ କଲା। ଶେଷରେ ତାଙ୍କୁ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା…
ଏକାଧିକ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା। ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ପାଖାପାଖି ୮୦୦ ଥର ଛୋଟ, ମଧ୍ୟମ ଏବଂ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଛି। ଫଳରେ ଆଗ୍ନେୟଗିରି ଉଦଗିରଣ ଆଶଙ୍କା କରି…
ନୂଆଦିଲ୍ଲୀ: ଦିଲ୍ଳୀରେ ଆଗକୁ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାକୁ ଥିବାବେଳେ ଏହାକୁ ଏବେ ମନା କରି ଦେଇଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଶୁକ୍ରବାର ଅପରାହ୍ନରେ ସୁପ୍ରିମକୋର୍ଟ ଏହାର କାର୍ଯ୍ୟକାରିତା ଉପରେ ନିଷ୍ପତ୍ତି ନେବାକୁ ଆମ୍ ଆଦମୀ ପାର୍ଟି (ଆପ୍) ସରାକରଙ୍କ ଉପରେ…
ମୁମ୍ବାଇ: ଦୀପାବଳି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୀତିକାର ଜାଭେଦ୍ ଅଖତର କହିଛନ୍ତି ଯେ ଯଦି ଭାରତରେ ଗଣତନ୍ତ୍ର ତିଷ୍ଠି ରହିଛି, ତେବେ ଏହା କେବଳ ହିନ୍ଦୁ ସଂସ୍କୃତି ଯୋଗୁଁ ସମ୍ଭବପର ହୋଇଛି। ଆମେ ଠିକ୍ ଏବଂ ଅନ୍ୟମାନେ ଭୁଲ୍ ବୋଲି…
ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ। ଫଳରେ…