ଦକ୍ଷିଣ କୋରିଆରେ ଅଘଟଣ: ଯାଞ୍ଚକର୍ତ୍ତାଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର କର୍ମଚାରୀ…

ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ

ବମ୍ବେ ଆଇଆଇଟର ଛାତ୍ରଛାତ୍ରୀମାନେ ଜଣେ ପ୍ରଫେସର ଓ ଜଣେ ବକ୍ତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ଆଲୋଚନାଚକ୍ର ବେଳେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ବକ୍ତା ଜଣଙ୍କ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ସପକ୍ଷରେ…

ଜମ୍ମୁ ସୀମାରେ ପାକିସ୍ତାନର ଗୁଳିବର୍ଷା: ବିଏସ୍‌ଏଫ୍ ଯବାନ ସହିଦ

ଜମ୍ମୁ: ଜମ୍ମୁ-କାଶ୍ମୀରର ସାମ୍ଭା ଜିଲ୍ଲାର ରାମଗଡ଼ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡ଼ରେ ଜଣେ ବିଏସ୍‌ଏଫ୍ ଯବାନ ସହିଦ ହୋଇଛନ୍ତି। ନଭେମ୍ବର ୮-୯ ତାରିଖ ମଧ୍ୟରାତ୍ରରେ ଏହି ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ମୁତୟନ ଥିବା ସୀମା ସୁରକ୍ଷା…

ପ୍ରଦୂଷଣ ସ୍ଥିତିରେ ଆସିଲା ସୁଧାର, ଏବେ ଲାଗୁ ହେବନି ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଆସିଛି ସୁଧାର। ଭୋର ସମୟରେ ବର୍ଷା ହେବାରୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୪ ଘଣ୍ଟା ତଳେ ବାୟୁର ଗୁଣବତ୍ତା ୪୦୦ ଥିବା ବେଳେ ଏବେ ଏହା ତଳକୁ ଖସି…

ଅଳିଆ ଗଦାରୁ ମିଳିଲା ୨୫ କୋଟି ଆମେରିକୀୟ ଡଲାର

ଭାରତରେ ଆମେରିକାର ନକଲି ଡଲାର୍। ବିଡା ବିଡା ନକଲି ଆମେରିକୀୟ ଡଲାର୍ ପୁଲିସ ହାତରେ ଲାଗିଛି। ଜଣେ ଅଳିଆ ଗୋଟାଳି 3 ମିଲିୟନ୍ ଡଲାର ଅର୍ଥାତ୍ ୨୫ କୋଟି ଟଙ୍କାର ଆମେରିକୀୟ ଡଲାର୍ ପାଇଛନ୍ତି। କିନ୍ତୁ ଯାଞ୍ଚ ପରେ ଏସବୁ ନକଲି ବୋଲି ଜଣାପଡିଛି। ନଭେମ୍ବର ୧ରେ…

ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ମନଇଚ୍ଛା ବର୍ଷିଲେ ସୁପ୍ରିମକୋର୍ଟ

ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଉଥିବା ଅଭିଯୋଗରେ ଫସିଥିବା ପଞ୍ଜାବ ଓ ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ଦୁଇ ରାଜ୍ୟର ରାଜ୍ୟପାଳ ରାଜ୍ୟ ସରକାର ପାରିତ କରିଥିବା ବିଲ୍‌ ଉପରେ ମୋହର ମାରିବାରେ ବିଳମ୍ବ କରୁଥିବା…

ପତ୍ନୀଙ୍କୁ ଭେଟିବାକୁ ଜେଲରୁ ଆସିବେ ମନୀଷ ସିସୋଦିଆ

ଜେଲରୁ ଆସିବେ ମନୀଷ ସିସୋଦିଆ। ପତ୍ନୀ ଅସୁସ୍ଥ ଥିବାରୁ ତାଙ୍କୁ ଭେଟିବାକୁ ଜେଲରୁ ଆସିବେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସର୍ତ୍ତ ରଖି ସିସୋଦିଆଙ୍କୁ ଛଅ ଘଣ୍ଟାର ସମୟ ଦେଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ସୂଚନା ଅନୁଯାୟୀ,…

ଧନତେରସରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର

ରାତି ପାହିଲେ ପାଳନ ହୋଇଥାନ୍ତି ଧନତେରସ୍। ଏଥିପାଇଁ ଗ୍ରାହକଙ୍କଠୁ ବ୍ୟବସାୟୀ ସମସ୍ତେ ପ୍ରସ୍ତୁତ ଥିଲେ। ହେଲେ ଧନତେରସ୍ ପାଳନ ପୂର୍ବରୁ କଳାକନା ବୁଲାଇ ଦେଲା ଲୁଟେରା। ବନ୍ଧୁକ ମୁନରେ ଲୁଟି ନେଲେ 20 କୋଟି ଟଙ୍କାର ଅଳଙ୍କାର। ଏପରି ଏକ ଘଟଣା ଉତ୍ତରାଖଣ୍ଡର…

ଇଡି ଜାଲରେ ହିରୋ ଗ୍ରୁପ୍‌ ଚେୟାର୍‌ମ୍ୟାନ୍‌, ୨୪.୯୫ କୋଟିର ସମ୍ପତ୍ତି ଜବତ

ଫଶିଲେ ହିରୋ ମୋଟୋକପ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌। ତାଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ହିରୋ ମୋଟାକପ୍‌ ଲିମିଟେଡ୍‌ର ସିଏମ୍‌ଡି ପବନ କାନ୍ତ ମୁଞ୍ଜାଲଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ ହୋଇଛି। ଦିଲ୍ଲୀ ସ୍ଥିତ ତାଙ୍କର…

ଦୀପାବଳି ଉପହାର, ପିଏଫ୍ ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କଲେ ସରକାର

ଇପିଏଫଓ ଆକାଉଣ୍ଟଧାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ଦେଲେ ସରକାର। ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍(ଇପିଏଫଓ) କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ବା ଭବିଷ୍ୟତ ପାଣ୍ଠି ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କରିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପିଏଫ୍ ଆକାଉଣ୍ଟ ଉପରେ…